Home Bibles ଲେବୀୟ ପୁସ୍ତକ 25:34 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 25:34 · ଓଡ଼ିଆ ବାଇବେଲ

ମାତ୍ର ଲବେୀୟମାନଙ୍କ ନଗରର ଗ୍ଭରିପାଖ ରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରଯ କରାୟିବ ନାହିଁ, କାରଣ ତାହା ସମାନଙ୍କେର ଅନନ୍ତକାଳୀନ ଅଧିକାର।

Cross references

ଲେବୀୟ ପୁସ୍ତକ 25:23

ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରଯ କରିପାରିବ ନାହିଁ। ତୁମ୍ଭମାନେେ କବଳେ ଆମ୍ଭସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।

ଗଣନା ପୁସ୍ତକ 35:2

ଇଶ୍ରାୟେଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସମାନେେ ଆପଣା ଆପଣା ଅଧିକୃତ ଭାଗରୁ କେତକେ ବସତି ନଗର ଲୋବୀଯମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ସହେି ନଗର ମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଚାରଣଭୂମି ଦବେ।

ଦିତୀୟ ବଂଶାବଳୀ 31:19

ଲବେୀୟମାନେ ଯେଉଁ ସହର ରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତଜେଣ ଯାଜକଙ୍କର ଶସ୍ଯକ୍ଷତେ ଥିଲା। ଆଉ ହାରୋଣଙ୍କର କେତଜେଣ ବଂଶଧର ମଧ୍ଯ ସହରମାନଙ୍କ ରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ଯରୁ ଅଂଶ ଦବୋ ନିମନ୍ତେ ଏହି ପ୍ରେତ୍ୟକକ ସହରର ଲୋକମାନଙ୍କୁ ସମାନଙ୍କେ ନାମ ଦ୍ବାରା ମନୋନୀତ କରାଯାଉ ଥିଲା। ଲବେୀୟମାନଙ୍କ ବଂଶର ଇତିହାସ ରେ ନାମଭୁକ୍ତ କରାୟାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ଯର ଅଂଶ ଲାଭ କରୁଥିଲେ।

ଯିହିଜିକଲ 48:13

ସୀମା ସହିତ ଯାଜକମାନେ, ଲବେୀୟମାନେ 25,000 ହାତ ର୍ଦୈଘ୍ଯ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାଯ ଭୂମିର ର୍ଦୈଘ୍ଯ 25,000 ଓ ପ୍ରସ୍ଥ 10,000 ହାତ ହବେ।

ଯିହିଜିକଲ 48:14

ସମାନେେ ସହେି ଭୂମିରୁ କିଛି ବିକ୍ରଯ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ଯ ପରିବର୍ତ୍ତିତ ହବେ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହାଇେଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:36

ଯୋଷଫେ ନାମ ରେ ଜଣେ ବିଶ୍ବାସୀ ଥିଲେ। ପ୍ ରରେିତମାନେ ତାହାଙ୍କୁ ବର୍ଣ୍ଣବ୍ବା ନାମ ରେ ଡ଼ାକୁ ଥିଲେ। ଏହି ନାମର ଅର୍ଥ, ସାହାୟ୍ଯକାରୀ ସେ କୁପ୍ରୀୟ ଜାତିର ଜଣେ ଲବେୀୟ ଥିଲେ।

Interlinear

Choose Theme