Home Bibles ଦିତୀୟ ବଂଶାବଳୀ 31:19 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 31:19 · ଓଡ଼ିଆ ବାଇବେଲ

ଲବେୀୟମାନେ ଯେଉଁ ସହର ରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତଜେଣ ଯାଜକଙ୍କର ଶସ୍ଯକ୍ଷତେ ଥିଲା। ଆଉ ହାରୋଣଙ୍କର କେତଜେଣ ବଂଶଧର ମଧ୍ଯ ସହରମାନଙ୍କ ରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ଯରୁ ଅଂଶ ଦବୋ ନିମନ୍ତେ ଏହି ପ୍ରେତ୍ୟକକ ସହରର ଲୋକମାନଙ୍କୁ ସମାନଙ୍କେ ନାମ ଦ୍ବାରା ମନୋନୀତ କରାଯାଉ ଥିଲା। ଲବେୀୟମାନଙ୍କ ବଂଶର ଇତିହାସ ରେ ନାମଭୁକ୍ତ କରାୟାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ଯର ଅଂଶ ଲାଭ କରୁଥିଲେ।

Cross references

ଲେବୀୟ ପୁସ୍ତକ 25:32

ମାତ୍ର ଲବେୀୟମାନଙ୍କର ନଗରମାନ, ସଠାେରେ ଥିବା ଗୃହସବୁ ମୁକ୍ତ କରିବାର ଅଧିକାର ସମାନଙ୍କେ ପକ୍ଷ ରେ ଅନନ୍ତକାଳସ୍ଥାଯୀ ହବେ।

ଲେବୀୟ ପୁସ୍ତକ 25:34

ମାତ୍ର ଲବେୀୟମାନଙ୍କ ନଗରର ଗ୍ଭରିପାଖ ରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରଯ କରାୟିବ ନାହିଁ, କାରଣ ତାହା ସମାନଙ୍କେର ଅନନ୍ତକାଳୀନ ଅଧିକାର।

ଗଣନା ପୁସ୍ତକ 35:2

ଇଶ୍ରାୟେଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସମାନେେ ଆପଣା ଆପଣା ଅଧିକୃତ ଭାଗରୁ କେତକେ ବସତି ନଗର ଲୋବୀଯମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ସହେି ନଗର ମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଚାରଣଭୂମି ଦବେ।

ପ୍ରଥମ ବଂଶାବଳୀ 6:54

ଏହି ସମସ୍ତ ସ୍ଥାନ ରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସମାନଙ୍କେୁ ଦତ୍ତ ହାଇେଥିବା ଦେଶ ରେ ସମାନେେ ଛାଉଣୀ ମଧିଅରେ ବାସ କଲେ। ଲବେୀୟ ଲୋକମାନଙ୍କୁ ଦିଆୟାଇଥିବା ଦେଶ ରେ କହାତୀଯମାନେ ପ୍ରଥମ ଅଂଶ ପାଇଲେ।

ପ୍ରଥମ ବଂଶାବଳୀ 6:60

ବିନ୍ଯାମୀନ ଗୋଷ୍ଠୀଠାରୁ ସମାନେେ ଗିବିଯୋନ, ଗବୋ ଆଲମେତ୍ ଓ ଅନାେଥାତ୍ ଏବଂ ସମାନଙ୍କେର କ୍ଷତେ ସହର ସହିତ ପ୍ରାପ୍ତ ହେଲା। କହାତୀଯମାନଙ୍କୁ ତରଟେି ନଗର ଦିଆଗଲା।

ଦିତୀୟ ବଂଶାବଳୀ 28:15

ସହେି ନେତାମାନେ ବନ୍ଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସହେି ଚାରିଜଣ ବ୍ଯକ୍ତି ଇଶ୍ରାୟେଲୀୟ ସୈନ୍ଯଦଳ ଲୁଟି ନଇେଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନଇେ ଦେଲେ। ସହେି ନେତାମାନେ ସହେି ଲୋକମାନଙ୍କୁ ଜୋତା ମଧ୍ଯ ଦେଲେ। ସମାନେେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀଯ ଦେଲେ। ସମାନେେ ସହେି ଲୋକମାନଙ୍କ ଶରୀର ରେ ତଲେ ମାଲିସ୍ କଲେ। ଏହାପରେ ଇଫ୍ରଯିମର ସହେି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହାେ ରେ ଥିବା ସମାନଙ୍କେ ଗୃହ ଓ ପରିବାରକୁ ସମାନଙ୍କେୁ ନଇଗେଲେ। ଯିରୀହାକେୁ 'ଖଜ୍ଜୁର୍ରୀବୃକ୍ଷର ନଗର' ବୋଲି କୁହାଯାଉ ଥିଲା। ଏହାପରେ ସହେି ଚାରିଜଣ ନେତା ଶମରିଯାକୁ ଫରେିଗଲେ।

ଦିତୀୟ ବଂଶାବଳୀ 31:12

ଏହାପରେ ଯାଜକମାନେ ନବୈେଦ୍ଯ ଦଶମାଂଶ ଓ ଅନ୍ଯାନ୍ଯ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କବଳେ ସଦାପ୍ରଭୁଙ୍କୁ ଦିଆୟିବା ନିମନ୍ତେ ଉଦ୍ଦିଷ୍ଟ ଥିଲା, ସହେି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ଯସ୍ଥ ଭଣ୍ଡାର ଘରମାନଙ୍କ ରେ ରଖାଗଲା। ଲବେୀୟ କନାନିଯ ସହେି ସମସ୍ତ ସଂଗୃହୀତ ବସ୍ତୁର ଦାଯିତ୍ବ ରେ ଥିଲେ, ଶିମିଯି ଦ୍ବିତୀୟ ରେ ଏହି ଦାଯିତ୍ବ ରେ ଥିଲେ। ଶିମିଯି କନାନିଯଙ୍କ ଭ୍ରାତା ଥିଲେ।

Interlinear

Choose Theme