Home Bibles ଲେବୀୟ ପୁସ୍ତକ 25:29 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 25:29 · ଓଡ଼ିଆ ବାଇବେଲ

ଆଉ ଯଦି କହେି ପ୍ରାଚୀର ବେଷ୍ଟିତ ନଗରର ମଧ୍ଯବର୍ତ୍ତୀ ବାସଗୃହ ବିକ୍ରଯ କରେ, ତବେେ ସେ ବିକ୍ରଯ ବର୍ଷର ଶଷେ ପର୍ୟ୍ଯନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ମଧିଅରେ ତାହା ମୁକ୍ତ କରିବାର ଅଧିକାର ରହିବ।

Cross references

ଆଦି ପୁସ୍ତକ 24:55

ରିବିକାର ମା ଓ ଭାଇ କହିଲେ, ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାଙ୍କୁ ଆମ ସହିତ ଆଉ ଦଶଦିନ ରହିବାକୁ ଦିଅ। ଏହାପରେ ସେ ୟାଇପାରିବ।

ଲେବୀୟ ପୁସ୍ତକ 27:14

ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତବେେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁରେ ମୂଲ୍ଯ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।

Interlinear

Choose Theme