Home Bibles ☰ Books ଆଦି ପୁସ୍ତକ 24:55 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 24:55 · ଓଡ଼ିଆ ବାଇବେଲ

ରିବିକାର ମା ଓ ଭାଇ କହିଲେ, ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାଙ୍କୁ ଆମ ସହିତ ଆଉ ଦଶଦିନ ରହିବାକୁ ଦିଅ। ଏହାପରେ ସେ ୟାଇପାରିବ।

Cross references

ଆଦି ପୁସ୍ତକ 4:3

କିଛି ସମୟ ପରେ, କଯିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭୂଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ

ଲେବୀୟ ପୁସ୍ତକ 25:29

ଆଉ ଯଦି କହେି ପ୍ରାଚୀର ବେଷ୍ଟିତ ନଗରର ମଧ୍ଯବର୍ତ୍ତୀ ବାସଗୃହ ବିକ୍ରଯ କରେ, ତବେେ ସେ ବିକ୍ରଯ ବର୍ଷର ଶଷେ ପର୍ୟ୍ଯନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ମଧିଅରେ ତାହା ମୁକ୍ତ କରିବାର ଅଧିକାର ରହିବ।

ବିଚାରକର୍ତାମାନଙ୍କ ବିବରଣ 14:8

କିଛି ଦିନ ପରେ, ସେ ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ବିବାହ କରିବାକୁ ଆସିଲେ। ସହେି ରାସ୍ତା ରେ ସେ ସହେି ମୃତ ସିଂହର ଶରୀରକକ୍ସ୍ଟ ଦେଖିଲେ। ସେ ଦେଖିଲେ ଯେ, କିଛି ମହକ୍ସ୍ଟମାଛି ସେଥି ରେ ମହକ୍ସ୍ଟ ଫଣୋ ତିଆରି କରିଛନ୍ତି।

Interlinear

Choose Theme