Home Bibles ଲେବୀୟ ପୁସ୍ତକ 25:21 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 25:21 · ଓଡ଼ିଆ ବାଇବେଲ

ସେଥିପାଇଁ ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷ ରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନିବର୍ଷର ଅମଳ ଦବେ।

Cross references

ଆଦି ପୁସ୍ତକ 26:12

ଏହାପରେ ଇସ୍ହାକ ସହେି ଦେଶ ରେ କୃଷି କର୍ମ କରି ସହେି ବର୍ଷ ଯାହା ଲଗାଇଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।

ଆଦି ପୁସ୍ତକ 41:47

ସହେି ସୁର୍ଭିକ୍ଷ ସାଦବର୍ଷ ମଧ୍ଯ ପ୍ରଚୁର ପରିମାଣ ରେ ଫସଲ ଉତ୍ପନ୍ନ ହେଲା।

ଯାତ୍ରା ପୁସ୍ତକ 16:5

ପ୍ରେତ୍ୟକକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସତେିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତବେେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତବେେଳେ ସମାନେେ ଦେଖିବେ ଯେ ତାହା ଦୁଇଗୁଣ ହାଇଯେିବ।

ଯାତ୍ରା ପୁସ୍ତକ 16:29

ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦବୋ ହତେୁ ଷଷ୍ଠ ଦିନ ରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭମାନେେ ପ୍ରେତ୍ୟକକ ବିଶ୍ରାମ ଦିନ ରେ ନିଜ ନିଜ ସ୍ଥାନରୁ ବାହାରକୁ ନୟାଇ ନିଜ ନିଜ ସ୍ଥାନ ରେ ଥାଅ।

ଲେବୀୟ ପୁସ୍ତକ 25:4

ମାତ୍ର ସପ୍ତମ ବର୍ଷ ରେ ଭୁମିକୁ ତୁମ୍ଭମାନେେ ବିଶ୍ରାମ ଦବେ। ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହା ମହାବିଶ୍ରାମ ହବେ। ତୁମ୍ଭମାନେେ ନିଜ କ୍ଷେତ୍ର ରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡିବ ନାହିଁ।

ଲେବୀୟ ପୁସ୍ତକ 25:8

ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତବର୍ଷ ଗଣନା କରିବ, ତାହା ଦ୍ବାରା ସହେି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଚାଶ ବର୍ଷ ହବେ।

ଦିତୀୟ ବିବରଣ 28:3

ତକ୍ସ୍ଟମ୍ଭମାନେ ଏହି ନଗର ରେ ଆଶୀର୍ବାଦ ପ୍ରାଲ୍ଗ ହବେ ଓ କ୍ଷେତ୍ର ରେ ମଧ୍ଯ ଆଶୀର୍ବାଦ ପ୍ରାଲ୍ଗ ହବେ।

ଦିତୀୟ ବିବରଣ 28:8

ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।

ଗୀତସଂହିତା 133:3

ଏହା ହର୍ମୋଣ ପର୍ବତରୁ ସିଯୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ଯ। ସହେିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦଇେଛନ୍ତି।

ହିତୋପଦେଶ 10:22

ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:10

ପରମେଶ୍ବର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହବୋକୁ ଦବେେ।

Interlinear

Choose Theme