Home Bibles ଲେବୀୟ ପୁସ୍ତକ 20:9 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 20:9 · ଓଡ଼ିଆ ବାଇବେଲ

ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହବେ। ଯେ ହତେୁ ସେ ପିତାମାତାଙ୍କୁ ଅଭିଶାପ ଦଇେଥିଲା, ସେଥିପାଇଁ ମୃତ୍ଯୁଦଣ୍ଡ ରେ ଅପରାଧୀ।

Cross references

ଯାତ୍ରା ପୁସ୍ତକ 21:17

ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।

ଲେବୀୟ ପୁସ୍ତକ 20:11

ଯଦି କୌଣସି ବ୍ଯକ୍ତି ତା'ର ପିତୃ ଭାର୍ୟ୍ଯା ସହିତ ଦୈହୀକ ସଂପର୍କ ରେଖ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ଯୁଦଣ୍ଡ ପାଇବେ। ସମାନେେ ନିଜର ଅପରାଧ ପାଇଁ ଦାଯୀ ରହିବେ। ସହେି ସ୍ତ୍ରୀ ତା'ର ପିତାର ଅଟେ।

ଲେବୀୟ ପୁସ୍ତକ 20:16

ଯବେେ କୌଣସି ସ୍ତ୍ରୀ କୌଣସି ପଶୁ ସହିତ ସଙ୍ଗମ କରେ, ତବେେ ସହେି ସ୍ତ୍ରୀ ଓ ସହେି ପଶୁ ଉଭୟଙ୍କୁ ବଧ କହାୟିବ। ସମାନେେ ନିଶ୍ଚିତ ହତ ହବେେ। ସମାନଙ୍କେର ମୃତ୍ଯୁଜନିତ ଅପରାଧ ପାଇଁ ସମାନେେ ଦାଯୀ ହବେେ।

ଲେବୀୟ ପୁସ୍ତକ 20:27

ଯେଉଁ ପୁରୁଷ ବା ସ୍ତ୍ରୀ ଭୁତୁଡିଆ ବା ଗୁଣିଆ ହବେ ସମାନେେ ନିଶ୍ଚଯ ହତ ହବେେ। ଲୋକମାନେ ସମାନଙ୍କେୁ ପଥର ଫିଙ୍ଗି ବଧ କରିବେ। ସମାନେେ ନିଶ୍ଚିତ ନିହତ ହବେେ।

ଦିତୀୟ ବିବରଣ 27:16

ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'

ଯିହୋଶୂୟ 2:19

ଆମ୍ଭେ ସମସ୍ତଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦବେକ୍ସ୍ଟ, ଯେଉଁମାନେ କି ତକ୍ସ୍ଟମ୍ଭ ନିକଟରେ ଥିବେ। ଯଦି ତୁମ୍ଭେ ସ୍ବଗୃହ ରେ କହେି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାଯୀ ରହିବକ୍ସ୍ଟ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକକ୍ସ୍ଟକ୍ସ୍ଟ ୟାଏ, ତାକକ୍ସ୍ଟ ହକ୍ସ୍ଟଏତ ହତ୍ଯା କରାୟିବ। ଆମ୍ଭମାନେେ ସେ ଲୋକର ମୃତକ୍ସ୍ଟ୍ଯ ପାଇଁ ଦାଯୀ ହବେକ୍ସ୍ଟ ନାହିଁ। ଏହା ତା'ର ନିଜର ଭକ୍ସ୍ଟଲ ହବେ।

ବିଚାରକର୍ତାମାନଙ୍କ ବିବରଣ 9:24

ସେଥିପାଇଁ ପରମେଶ୍ବର ଅବୀମଲେକ୍ ଓ ଶିଖିମର ନତେୃବର୍ଗମାନଙ୍କ ମଧିଅରେ ସମସ୍ଯାର କାରଣ ସୃଷ୍ଟି କଲେ। ସେଥିପାଇଁ ଶିଖିମର ନତେୃବର୍ଗମାନେ ଅବୀମଲକେ ବିରକ୍ସ୍ଟଦ୍ଧ ରେ ଯୋଜନା ଆରମ୍ଭ କଲେ।

ଦିତୀୟ ଶାମୁୟେଲ 1:16

ଦାଉଦ ତାଙ୍କର ଜଣେ ଦାସଙ୍କକ୍ସ୍ଟ ଆଦେଶ ଦେଲେ, ତୁମ୍ଭେ ଏହି ଅମାଲକେୀଯଙ୍କକ୍ସ୍ଟ ହତ୍ଯା କର। ତେଣୁ ସେ ଏହି ଅମାଲକେୀଯଙ୍କକ୍ସ୍ଟ ହତ୍ଯା କଲେ।

ପ୍ରଥମ ରାଜାବଳୀ 2:32

ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।

ହିତୋପଦେଶ 20:20

ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।

ହିତୋପଦେଶ 30:11

କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।

ହିତୋପଦେଶ 30:17

ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

ଯିହିଜିକଲ 18:13

ଏବଂ ଘୃଣ୍ଯ କର୍ମ କରେ, ଋଣ ଦଇେ ସୁଧ ଆଦାଯ କରେ, ସେ ବଞ୍ଚିବ କି ? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ଯ କାର୍ୟ୍ଯ କରେ। ଏବଂ ସେ ତା'ର ନିଜର ମୃତ୍ଯୁ ପାଇଁ ଦାଯୀ ରହିବ।

ମାଥିଉଲିଖିତ ସୁସମାଚାର 15:4

ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'

ମାଥିଉଲିଖିତ ସୁସମାଚାର 27:25

ସବୁ ଲୋକ ଉତ୍ତର ଦେଲେ, ଆମ୍ଭେ ତାହାଙ୍କ ମୃତ୍ଯୁ ପାଇଁ ଦାଯୀ ରହିବୁ। ତାହାଙ୍କ ମୃତ୍ଯୁ ପାଇଁ ଯେ କୌଣସି ଦଣ୍ଡ ପାଇବାକୁ ଯୋଗ୍ଯ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥି ରେ ରାଜି ଅଛୁ।

ମାର୍କଲିଖିତ ସୁସମାଚାର 7:10

ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।

Interlinear

Choose Theme