Home Bibles ଲେବୀୟ ପୁସ୍ତକ 19:14 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 19:14 · ଓଡ଼ିଆ ବାଇବେଲ

ତୁମ୍ଭେ ବଧିରକୁ ଅଭିଶାପ ଦବନୋହିଁ ଓ ଅନ୍ଧ ଆଗ ରେ ଝୁଣ୍ଟିବାର ବସ୍ତ୍ର ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ବରଙ୍କର ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

Cross references

ଆଦି ପୁସ୍ତକ 42:18

ତିନିଦିନ ପର, ଯୋଷଫେ ସମାନଙ୍କେୁ କହିଲେ, ମୁଁ ପରମେଶ୍ବରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ଓ ତହିଁରେ ତୁମ୍ଭେ ବଞ୍ଚିପାରିବ।

ଲେବୀୟ ପୁସ୍ତକ 19:32

ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସମାନେେ ତୁମ୍ଭ ପାଖକୁ ଆସିଲେ ଛିଡା ହାଇୟୋଅ, ଛିଡା ହାଇେ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ଯ ସଦାପ୍ରଭୁ ଅଟେ।

ଲେବୀୟ ପୁସ୍ତକ 25:17

ତୁମ୍ଭମାନେେ ପରସ୍ପର ପ୍ରତି ଅନ୍ଯାଯ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ବରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଦିତୀୟ ବିବରଣ 27:18

ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'

ନିହିମିୟା 5:15

ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।

ଗୀତସଂହିତା 111:10

ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।

ରୋମୀୟଙ୍କ ପ୍ରତି ପତ୍ର 12:14

ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସମାନଙ୍କେ ପ୍ରତି ତୁମ୍ଭେ ଭଲ ଆଚରଣ କର। ସମାନଙ୍କେୁ ଅଭିଶାପ ଦିଅ ନାହିଁ, ବରଂ ସମାନଙ୍କେୁ ଭଲ କଥା କୁହ।

ରୋମୀୟଙ୍କ ପ୍ରତି ପତ୍ର 14:13

ତା ହେଲେ ଆମ୍ଭେ ଏକା ରକେକୁ ଦୋଷ ଦବୋ ବନ୍ଦ କରିବା ଉଚିତ। ଆମ୍ଭେ ଏପରି ସଂକଳ୍ପ ନବୋ ଦରକାର, ଯେପରି ଆମ୍ଭର କାର୍ୟ୍ଯ ଦ୍ବାରା ନିଜ ଭାଇ କି ଭଉଣୀ ପାପରେ ପଡିବେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:8

ଖାଦ୍ୟ ଆମକୁ ପରମେଶ୍ବରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ବାରା ପରମେଶ୍ବରଙ୍କ ସହ ଆମର ସମ୍ପର୍କ ରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ବାରା ଆମ୍ଭର କିଛି ଲାଭ ମଧ୍ଯ ହୁଏ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:32

ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।

ପିତରଙ୍କ ପ୍ରଥମ ପତ୍ 1:17

ତୁମ୍ଭେ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡ଼ାକୁଛ। ପରମେଶ୍ବର ପ୍ରେତ୍ୟକକ ଲୋକଙ୍କୁ ତାହାର କାର୍ୟ୍ଯ ଅନୁସାରେ ସମାନ ଭାବରେ ବିଚାର କରନ୍ତି। ତେଣୁ ତୁମ୍ଭେ ଯେ ପର୍ୟ୍ଯନ୍ତ ପୃଥିବୀ ରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ବରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍।

ପିତରଙ୍କ ପ୍ରଥମ ପତ୍ 2:17

ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:14

ତଥାପି ମାରେ ତୁମ୍ଭ ବିରୁଦ୍ଧ ରେ କିଛି କହିବାକୁ ଅଛି : ତୁମ୍ଭ ଦଳ ଭିତରୁ କେତକେ ଲୋକ ବିଲିଯାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିଯାମ ବାଲାକ ପ୍ରତିମାକୁ ଅର୍ପିତ ହାଇେଥିବା ଖାଦ୍ୟ ଖାଇବା ପାଇଁ ଓ ୟୌନଗତ ପାପ କରି ଇଶ୍ରାୟେଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।

Interlinear

Choose Theme