Home Bibles ଲେବୀୟ ପୁସ୍ତକ 17:13 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 17:13 · ଓଡ଼ିଆ ବାଇବେଲ

ଆଉ କୌଣସି ଇଶ୍ରାୟେଲୀୟ ହେଉ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ ହେଉ, ଯଦି ମୃଗଯା କରି କୌଣସି ପଶୁ ବା ପକ୍ଷୀକୁ ଖାଦ୍ୟ ପାଇଁ ବଧ କରେ, ତବେେ ସେ ତାହାର ରକ୍ତ ଭୁମି ରେ ଢାଳି ଧୂଳି ରେ ଢାଙ୍କିବ।

Cross references

ଲେବୀୟ ପୁସ୍ତକ 7:26

ତୁମ୍ଭମାନେେ ଯେଉଁଠା ରେ ବାସ କରନା କାହିଁକି ତୁମ୍ଭମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ।

ଦିତୀୟ ବିବରଣ 12:16

ତୁମ୍ଭମାନେେ ରକ୍ତ ଭୋଜନ କରିବ ନାହିଁ। ଜଳତକ୍ସ୍ଟଲ୍ଯ ତାହା ଭୂମିରେ ଢାଳି ଦବେ।

ଦିତୀୟ ବିବରଣ 12:24

ଜଳ ଢାଳିବା ପରି ରକ୍ତକକ୍ସ୍ଟ ଭୂମିରେ ଢାଳି ଦବେ। ତାହାକକ୍ସ୍ଟ ଖାଇବ ନାହିଁ।

ଦିତୀୟ ବିବରଣ 15:23

ତୁମ୍ଭମାନେେ କବଳେ ତା'ର ରକ୍ତ ଭୋଜନ କରିପାରିବ ନାହିଁ। ତୁମ୍ଭମାନେେ ଜଳପରି ତାହାକକ୍ସ୍ଟ ଭୂମିରେ ଢାଳି ଦବେ।

ପ୍ରଥମ ଶାମୁୟେଲ 14:32

ସମାନେେ ମେଣ୍ତା, ଗାଈ, ବାଛକ୍ସ୍ଟରୀ ପଲେଷ୍ଟୀୟଙ୍କଠାରକ୍ସ୍ଟ ଛଡାଇ ଆଣିଲେ। ଇଶ୍ରାୟେଲର ଲୋକମାନେ ଏତେ ଭୋକିଲା ହାଇେଥିଲେ ଯେ ସମାନେେ ପଶକ୍ସ୍ଟମାନଙ୍କୁ ହତ୍ଯା କରି ରକ୍ତମିଶା କଞ୍ଚାମାଂସ ଖାଇଲେ।

ଆୟୁବ ପୁସ୍ତକ 16:18

ପୃଥିବୀ, ମାେ ପ୍ରତି ଯେଉଁ ଅନ୍ଯାଯ କରାୟାଇଛି ତାହା ଲୁଚାଅ ନାହିଁ। ନ୍ଯାଯ ପାଇଁ ମାରେ ଭୀକ୍ଷା ବନ୍ଦ ନ ହେଉ।

ଯିହିଜିକଲ 24:7

କାରଣ ସହେି ରକ୍ତ ପାତ୍ର ମଧିଅରେ ଅଛି। ୟିରୁଶାଲମ ଏହାକୁ ପଥର ଚଟାଣ ଉପ ରେ ଢ଼ାଳିଲା, ସେ ଧୂଳି ଭୂମିରେ ନୁହେଁ, ଯେଉଁଠା ରେ ଧୂଳି ଆଚ୍ଛାଦିତ ହବେ।

Interlinear

Choose Theme