Home Bibles ଲେବୀୟ ପୁସ୍ତକ 17:12 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 17:12 · ଓଡ଼ିଆ ବାଇବେଲ

ତେଣୁ ଆମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କହୁଛୁ, ତୁମ୍ଭମାନଙ୍କ ମଧ୍ଯରୁ କହେି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ।

Cross references

ଯାତ୍ରା ପୁସ୍ତକ 12:49

ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।

ଲେବୀୟ ପୁସ୍ତକ 3:17

ଏହି ବିଧି ପ୍ରେତ୍ୟକକ ଗୃହ ରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ଯତ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀଯ ହବେ। ତୁମ୍ଭମାନେେ ଯେଉଁ ଠା ରେ ରୁହ ନା କାହିଁକି ମଦେ କିମ୍ବା ରକ୍ତ ଭୋଜନ କରିବ ନାହିଁ।

Interlinear

Choose Theme