Home Bibles ☰ Books ଲେବୀୟ ପୁସ୍ତକ 16:30 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 16:30 · ଓଡ଼ିଆ ବାଇବେଲ

କାରଣ ସହେି ଦିନ ରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାଯଶ୍ଚିତ କରାୟିବ। ତୁମ୍ଭମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହବେ।

Cross references

ଲେବୀୟ ପୁସ୍ତକ 23:28

ସହେିଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବ ନାହିଁ। କାରଣ ଏହା ପ୍ରାଯଶ୍ଚିତ୍ତର ଦିନ। ସଦେିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ୟାଇ ତୁମ୍ଭମାନଙ୍କର ପ୍ରାଯଶ୍ଚିତ୍ତ କରିବ।

ଗୀତସଂହିତା 51:2

ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।

ଗୀତସଂହିତା 51:7

ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।

ଗୀତସଂହିତା 51:10

ହେ ପରମେଶ୍ବର, ମାେ ଅନ୍ତରେ ଏକ ପବିତ୍ର ଆତ୍ମା ସୃଷ୍ଟି କର !ମାେତେ ଗୋଟିଏ ନୂଆ ଓ ବିଶ୍ବସ୍ତ ଆତ୍ମା ଦିଅ।

ଯିରିମିୟ 33:8

ସମାନେେ ଆମ୍ଭ ବିରୁଦ୍ଧ ରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସମାନଙ୍କେୁ ସେଥିରୁ ଶୁଚି କରିବା। ପୁଣି ସମାନେେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସମାନଙ୍କେୁ କ୍ଷମା କରିବା।

ଯିହିଜିକଲ 36:25

ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।

ଏଫିସୀୟଙ୍କ ପ୍ରତି ପତ୍ର 5:26

ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।

ତୀତସଙ୍କ ପ୍ରତି ପତ୍ର 2:14

ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

ଏବ୍ରୀ 9:13

ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।

ଏବ୍ରୀ 10:1

ବ୍ଯବସ୍ଥା ଆମ୍ଭକୁ ଭବିଷ୍ଯ ରେ ଘଟିବାକୁ ଥିବା ଉତ୍ତମ ବିଷୟଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ଯବସ୍ଥା ପ୍ରକୃତ ବିଷୟଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ଯବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁ ହେ। ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସହେି ବଳି ସମର୍ପଣ କାର୍ୟ୍ଯ କରି ଚାଲିଥାନ୍ତି। କିନ୍ତୁ ବ୍ଯବସ୍ଥା କବେେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।

ଯୋହନଙ୍କ ପ୍ରଥମ ପତ୍ର 1:7

ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।

Interlinear

Choose Theme