ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମ ରେ ଶ୍ବତବେର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ସହେି ଫୁଲା ରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।
Cross references
ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା' ଦେଖିବ, ଆଉ ଯବେେ ଘା'ର ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ପୁଣି ଘା' ଯବେେ ତା' ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତବେେ ତାହା କୁଷ୍ଠ ରୋଗର ଘା' ଏଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅସୁଚି ବୋଲି ପ୍ରକାଶ କରିବ।
ଯଦି ତା'ର ଶରୀର ରେ କଞ୍ଚାମାଂସ ପ୍ରକାଶ ପାଏ, ତବେେ ସେ ଅଶୁଚି ହବେ।
ଯଦି ଚର୍ମ ଉପରେ ପୋଡାର ଗୋଟିଏ ଘା' ଥାଏ ଓ ସହେି ଦାହର ବଢିଲା ମାଂସ ରେ ରକ୍ତ ଶ୍ବତବେର୍ଣ୍ଣ କିମ୍ବା ଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ଯାଜକ ତାହା ଦେଖିବ।
ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।
ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠା ରେ ଓ ତୁମ୍ଭ ବଂଶଠା ରେ ଚିରକାଳ ପର୍ୟ୍ଯନ୍ତ ଲାଗି ରହିବ।
କିନ୍ତୁ ଉଷିୟ କୋରଧାନ୍ବିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତ ରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କୋର୍ଧ କରୁଥିବା ସମୟରେ ହିଁ କୁଷ୍ଠ ରୋଗ ତାଙ୍କର କପାଳ ରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିର ରେ, ସୁଗନ୍ଧି ଧୂପର ୟଜ୍ଞବଦେୀ ନିକଟରେ ଯାଜକମାନଙ୍କ ସମ୍ମୁଖ ରେ ଘଟିଲା।
ଯଦି ଜଣେ ଜ୍ଞାନୀ ହବୋକୁ ଚା ହେଁ, ସେ ତା'ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁ ଯୋଗ ଘୃଣା କରେ ସେ ମୂର୍ଖ।
ସହରର ଫାଟକରେ ତୁମ୍ଭେ ଭବିଷ୍ଯତବକ୍ତା ଦ୍ବାରା ଉଚ୍ଛନ୍ନ ହବୋକୁ ଘୃଣା କର। ତୁମ୍ଭେ ସଚ୍ଚୋଟ ବାକ୍ଯକୁ ମଧ୍ଯ ଘୃଣା କର।
ଲୋକମାନଙ୍କର ବିଚାର ଏହି ବିଷୟ ଦ୍ବାରା ହୁଏ: ସହେି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସହେି ଆଲୋକ ଚାହିଁଲେ ନାହିଁ, ସମାନେେ ଅନ୍ଧକାର ଚାହିଁଲେ, କାରଣ ସମାନେେ ମନ୍ଦକାର୍ୟ୍ଯ ରେ ରତଥିଲେ।
ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।