Home Bibles ☰ Books ଲେବୀୟ ପୁସ୍ତକ 11:43 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 11:43 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଏହିସବୁ ଭୁଚର ଉରୋଗାମୀ ପ୍ରଣୀମାନଙ୍କ ଦ୍ବାରା ନିଜକୁ ଘୃଣା ଯୋଗ୍ଯ କରିବ ନାହିଁ କିମ୍ବା ସମାନଙ୍କେର ଦ୍ବାରା ଅଶୁଚି ହବୋ ପାଇଁ ନିଜକୁ ଅଶୁଚି କରିବ ନାହିଁ।

Cross references

ଲେବୀୟ ପୁସ୍ତକ 11:41

ଆଉ ଭୂଚର ପ୍ରେତ୍ୟକକ ଉ ରୋଗାମୀ ପ୍ରାଣୀ ଘୃଣା ଯୋଗ୍ଯ ଅଟେ, ତାହା ଖାଦ୍ୟ ହବେ ନାହିଁ।

ଲେବୀୟ ପୁସ୍ତକ 20:25

ତେଣୁ ତୁମ୍ଭମାନେେ ଶୁଚି-ଅଶୁଚି ପଶୁ ଓ ଶୁଚି ଅଶୁଚି ପକ୍ଷୀ ମଧିଅରେ ପ୍ରଭଦେ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉ ରୋଗମୀ ପ୍ରାଣୀ ମଧ୍ଯ ଖାଇବ ନାହିଁ। ଆମ୍ଭେ ସଗେୁଡିକୁ ଘୃଣା ଯୋଗ୍ଯ କରିଅଛୁ।

ଲେବୀୟ ପୁସ୍ତକ 22:5

ଅବା ସେ ଯାହା ଦ୍ବାରା ଅଶୁଚି ହାଇପୋ ରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ଯକୁ ଛୁଁଏ।

Interlinear

Choose Theme