Home Bibles ଲେବୀୟ ପୁସ୍ତକ 11:41 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 11:41 · ଓଡ଼ିଆ ବାଇବେଲ

ଆଉ ଭୂଚର ପ୍ରେତ୍ୟକକ ଉ ରୋଗାମୀ ପ୍ରାଣୀ ଘୃଣା ଯୋଗ୍ଯ ଅଟେ, ତାହା ଖାଦ୍ୟ ହବେ ନାହିଁ।

Cross references

ଲେବୀୟ ପୁସ୍ତକ 11:20

ପୁଣି ଚାରିପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେେ।

ଲେବୀୟ ପୁସ୍ତକ 11:23

ମାତ୍ର ଏମାନଙ୍କ ବ୍ଯତୀତ ଚାରି ଗୋଡିଆ ଉଡନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେ।

ଲେବୀୟ ପୁସ୍ତକ 11:29

ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧିଅରେ ଏଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ। ସମାନେେ ହେଲ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ ଏଣ୍ଡୁଅ।

Interlinear

Choose Theme