Home Bibles ଲେବୀୟ ପୁସ୍ତକ 11:28 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 11:28 · ଓଡ଼ିଆ ବାଇବେଲ

ୟିଏ ସମାନଙ୍କେର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସଗେୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି।

Cross references

ଲେବୀୟ ପୁସ୍ତକ 11:24

ଆଉ ଏମାନଙ୍କ ଦ୍ବାରା ତୁମ୍ଭମାନେେ ଅଶୁଚି ହବେ, ୟିଏ କହେି ସମାନଙ୍କେର ଶବ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 14:46

ସହେି ଗୃହ ରୁଦ୍ଧ ଥିଲା ବେଳେ ଯଦି କହେି ସହେି ଘର ଭିତ ରେ ପ୍ରବେଶ କରିଥାଏ, ସହେି ଲୋକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଲେବୀୟ ପୁସ୍ତକ 15:15

ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।

ଲେବୀୟ ପୁସ୍ତକ 16:26

ପୁଣି ଯେଉଁ ଲୋକ ତ୍ଯାଗର (ଅଜାଜଲେ ରେ) ଛାଗକୁ ନଇେ ଛାଡିଥାଏ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍। ତା'ପରେ ଛାଉଣୀ ରେ ପ୍ରବେଶ କରିବ।

ଲେବୀୟ ପୁସ୍ତକ 17:15

ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ଯରୁ ଯେ କହେି ସ୍ବଯଂ ମୃତ କିମ୍ବା ପଶୁ ଭୋଜନ କରେ, ତବେେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହବେ।

ଲେବୀୟ ପୁସ୍ତକ 22:6

ଯଦି ସେ ସହେିସବୁ ଦ୍ରବ୍ଯ ଛୁଁଏ ତବେେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳ ରେ ନ ଧୋଇବ ପର୍ୟ୍ଯନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ।

ଗଣନା ପୁସ୍ତକ 19:7

ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ତା'ପରେ ସେ ଛାଉଣୀକି ଆସିବ। ପୁଣି ଯାଜକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Interlinear

Choose Theme