ମାରେ ଚକ୍ଷୁୟୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। ମାରେ ଲୋକମାନଙ୍କର ବିନାଶ ହତେୁ ମାରେ ହୃଦଯ ଭୂମିରେ ଢ଼ଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହ ରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାନେ ମୂର୍ଚ୍ଛିତ ହାଇେ ପଡ଼ିଛନ୍ତି।
Cross references
ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସମାନେେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକକ୍ସ୍ଟ ଦୁର୍ବଳ ହାଇେ ପଡିଲେ।
ପରମେଶ୍ବରଙ୍କ ତୀରବାହକମାନେ ମାରେ ଚତୁଃପାଶର୍ବ ରେ ଅଛନ୍ତି। ସେ ମାରେ ବୃକ୍କକୁ ଶରଦ୍ବାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦଖାେନ୍ତି ନାହିଁ। ସେ ମାରେ ଅନ୍ତନାଳୀକୁ ଭୂମିରେ ଫିଙ୍ଗି ଦିଅନ୍ତି।
ମାରେ ଶତ୍ରୁମାନେ ମାେତେ ବହୁତ ଦୁଃଖ ଦଇେଛନ୍ତି, ୟାହାକି ମାେତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମାରେ ଚକ୍ଷୁଦ୍ବଯ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।
ହେ ସଦାପ୍ରଭୁ, ମାେ ଉପରେ ଅନକେ ବିପଦ ପଡ଼ିଛି, ତଣେୁ ମାେ ପ୍ରତି କରୁଣା କର। ମୁଁ ଏତେ ବିଚଳିତ ହାଇେ ପଡ଼ିଛି ୟେ ମାରେ ଚକ୍ଷୁ ୟନ୍ତ୍ରଣା କରୁଛି। ମାରେ ଗଳା ଶୁଖି ଯାଉଛି, ମାେ ପାକସ୍ଥଳୀ ୟନ୍ତ୍ରଣା ଦେଉଛି।
ସାହାୟ୍ଯ ପାଇଁ ଡ଼ାକି ଡ଼ାକି ମୁଁ ଦୁର୍ବଳ ହବୋକୁ ଯାଉଛି। ମାରେ କଣ୍ଠ ୟନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଚାହିଁଛି। ଏବଂ ଚାହିଁ ଚାହିଁ ମାରେ ଆଖିଦ୍ବଯ ୟନ୍ତ୍ରଣା କରୁଛି।
ତେଣୁ ମୁଁ କହୁଛି, ମାେତେ ଚାହଁ ନାହିଁ। ମାେତେ କାନ୍ଦିବାକୁ ଦିଅ। ମାେ ଗୋଷ୍ଠୀଯ କନ୍ଯାର ସର୍ବନାଶ ବିଷଯ ରେ ମାେତେ ସାନ୍ତ୍ବନା ଦବୋକୁ ଚେଷ୍ଟା କର ନାହିଁ।'
ମୁଁ କପୋତ, ଚାତକ ଓ ସାରସ ପକ୍ଷୀପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମାରଚେକ୍ଷୁ କ୍ଲାନ୍ତ ହାଇଗେଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମାେତେ ସାହାୟ୍ଯ କର।'
ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହାଇେଅଛନ୍ତି। ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶ ରେ ଆବଦ୍ଧ ହୁଏ। ସମାନେେ ସଦାପ୍ରଭୁଙ୍କ କୋପ ରେ ଓ ତୁମ୍ଭ ପରମେଶ୍ବରଙ୍କ ଧମକରେ ପରିପୂର୍ଣ୍ଣ।
ହାୟ, ହାୟ, ମାରେ ଦୁଃଖ ଓ ମାରେ ବ୍ଯସ୍ତତା ମାରେ ଅନ୍ତନାଡ଼ିକୁ ବ୍ଯଥିତ କରୁଛି। ମୁଁ ହୃଦଯ ରେ ଅସ୍ଥିରତା ଅନୁଭବ କରୁଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସହେି ତୂରୀ ଶବ୍ଦ ଓ ୟୁଦ୍ଧର ନାଦ ଶୁଣିପାରୁଛି।
ମାରେ ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା ଆର୍ତ୍ତଚିତ୍କାର ଶୁଣ। ସମାନେେ କହନ୍ତି, ସଦାପ୍ରଭୁ କ'ଣ ସିୟୋନ ରେ ନାହାଁନ୍ତି ? ତହିଁର ରାଜା କ'ଣ ତହିଁ ମଧିଅରେ ନାହାଁନ୍ତି ? ମାତ୍ର ପରମେଶ୍ବର କହନ୍ତି, ସମାନେେ ନିଜର ଖାଦେିତ ପ୍ରତିମା ଓ ବିଦେଶୀଯ ଅସାର ବସ୍ତ୍ର ସମୂହଦ୍ବାରା ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।
ହେ ଇଫ୍ରଯିମ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, 'ଆମ୍ଭ ଚକ୍ଷୁରୁ ଦିବାରାତ୍ର ଲୋତକ ବହିବ, ତାହା କବେେ ନିବୃତ୍ତ ହବେ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ଯା ପାଇଁ ଆମ୍ଭ ହୃଦଯ କାନ୍ଦିବ। ଯେ ହତେୁ ତାହା ମହାଭଙ୍ଗ ରେ ଓ ମହା ଦୁଃଖଦାୟକ କ୍ଷତ ରେ ଭଗ୍ନ ହାଇେଅଛି।
ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତୁମ୍ଭମାନେେ କାହିଁକି ଏହି ମହାପାପ କରି ନିଜ ନିଜ ଜୀବନକୁ ଆଘାତ କରୁଛ ? ଏହାଦ୍ବାରା ତୁମ୍ଭମାନେେ ନିଜ ନିଜ ସର୍କୀଯ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ଯପାଯୀ ଶିଶୁମାନଙ୍କୁ ଯିହୁଦା ପରିବାରରୁ ବିଚ୍ଛିନ୍ନ କରୁଅଛ। ଆଉ କାହାରିକୁ ଯିହୁଦାର ଅବଶିଷ୍ଟ ରଖୁ ନାହଁ।
ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସମାନେେ ବଞ୍ଚିବା ଉଦ୍ଦେଶ୍ଯ ରେ ଖାଦ୍ୟ ପାଇଁ ସମାନଙ୍କେର ମ ନୋହର ସାମଗ୍ରୀସବୁ ଦେଉଛନ୍ତି। ୟିରୁଶାଲମ କ ହେ, ହେ ସଦାପ୍ରଭୁ, ଦେଖ, ମାେତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମାେତେ ଘୃଣା କରୁଛନ୍ତି।
ଏହିସବୁ ବିଷଯ ପାଇଁ ମୁଁ କ୍ରନ୍ଦନ କରୁଛି ଓ ମାରେ ଚକ୍ଷୁୟୁଗଳ ଲୋତକପୂର୍ଣ୍ଣ ହାଇେଅଛି। କାରଣ ମାରେ ସାନ୍ତ୍ବନାକାରୀ ମାରେ ପ୍ରାଣକୁ ଆଶ୍ବାସନା ଦବୋ କଥା, କିନ୍ତୁ ସେ ମାଠାରୁେ ଦୂ ରଇେ ଅଛନ୍ତି। ମାରେ ସନ୍ତାନଗଣ ଅନାଥ ହାଇେଛନ୍ତି, କାରଣ ମାରେଶତ୍ରୁଗଣ ସମାନଙ୍କେ ଉପ ରେ ବିଜଯଲାଭ କରିଛନ୍ତି।
ହେ ସଦାପ୍ରଭୁ, ଦେଖ, ମୁଁ କିପରି ବିପଦଗ୍ରସ୍ତା। ମାରେ ଅନ୍ତର ବ୍ଯଥିତ ହେଉଛି, କାରଣ ମୁଁ ବିଦ୍ରୋହୀ ଥିଲି। ବାହା ରେ ଖଡ଼ଗ ବଧ କରୁଅଛି ଓ ଗୃହ ଭିତ ରେ ମୃତ୍ଯୁ ରହିଅଛି। ହେ ସଦାପ୍ରଭୁ ଦେଖ, ମାରେ ଅନ୍ତର କିପରି ଦହି ମାହେିଁବା ଭଳି ହେଉଛି।
ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ ରେ ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ ରେ ହାତୟୋଡ଼ି ପ୍ରାର୍ଥନା କର। କାରଣ ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ କ୍ଷୁଧା ରେ ଛଟପଟ ହେଉଛନ୍ତି।
ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।
ଏପରିକି ଶୃଗାଳମାନେ ନିଜ ନିଜ ଛୁଆମାନଙ୍କୁ ସ୍ତନ୍ଯପାନ କରାନ୍ତି। ମାତ୍ର ୟିରୁଶାଲମ କନ୍ଯା ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହାଇେଛନ୍ତି।
ତୃଷା ହତେୁ, ସ୍ତନ୍ଯପାଯୀ ଶିଶୁର ଜିହ୍ବା ତାଳୁ ରେ ଲାଗି ଯାଉଛି। ପିଲାମାନେ ରୋଟୀ ମାଗନ୍ତି, ମାତ୍ର କହେି ସମାନଙ୍କେୁ ରୋଟୀ ଦିଅନ୍ତି ନାହିଁ।
ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।
ଏବେ ସମୟ ଆସୁଛି, ଯେତବେେଳେ ଲୋକମାନେ କହିବେ, ' ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାଁନ୍ତି, ସମାନେେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ଯା, ସମାନେେ ଧନ୍ଯ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦଇେ ନାହାଁନ୍ତି ଏବଂ ତାହାଙ୍କର ଯତ୍ନ ନଇେ ନାହାଁନ୍ତି, ସମାନେେ ଧନ୍ଯ।'