Home Bibles ବିଚାରକର୍ତାମାନଙ୍କ ବିବରଣ 9:46 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:46 · ଓଡ଼ିଆ ବାଇବେଲ

ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷଯ ରେ ଶୁଣିଲେ। ସମାନେେ ଏଲ୍ବରୀତ୍ ମନ୍ଦିରର ସବୁଠାରକ୍ସ୍ଟ ନିରାପଦ ସ୍ଥାନ ରେ ଏହା ଜାଣିବାକକ୍ସ୍ଟ ପାଇଲେ।

Cross references

ଯିହୋଶୂୟ 10:18

ୟିହୋଶୂଯ କହିଲେ, ବଡ ବଡ ପ୍ରସ୍ତର ଫଳକ ଗମ୍ଫା ମକ୍ସ୍ଟହଁକକ୍ସ୍ଟ ଗଡାଇ ଦିଅ ଓ ସମାନଙ୍କେୁ ଜଗିବା ପାଇଁ ଲୋକ ନିୟକ୍ସ୍ଟକ୍ତ କର।

ବିଚାରକର୍ତାମାନଙ୍କ ବିବରଣ 8:33

ଗିଦ୍ଦିୟୋନଙ୍କର ମୃତକ୍ସ୍ଟ୍ଯ ପରେ ଇଶ୍ରାୟେଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ବସ୍ତ ରହିଲେ ନାହିଁ। ସମାନେେ ବାଲ୍ ଦବୋଦବେୀଙ୍କର ଅନକ୍ସ୍ଟଗାମୀ ହେଲେ। ସମାନେେ ସମାନଙ୍କେର ଦବେତା ବାଲ୍ ବାରିକ୍ ନିର୍ମାଣ କଲେ।

ବିଚାରକର୍ତାମାନଙ୍କ ବିବରଣ 9:4

ତେଣୁ ପ୍ରାଚୀନମାନେ ତାକକ୍ସ୍ଟ ବାଲ୍ବରୀତର ମନ୍ଦିରରକ୍ସ୍ଟ ସତକ୍ସ୍ଟରି ଖଣ୍ତ ରୂପା ନଲୋ। ସହେି ରୂପାଖଣ୍ତ ରେ ଅବୀମଲକେ କେତକେ ଅଦରମାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡେ ସେ ଗଲା ସମାନେେ ତାକକ୍ସ୍ଟ ଅନକ୍ସ୍ଟସରଣ କଲେ।

ବିଚାରକର୍ତାମାନଙ୍କ ବିବରଣ 9:27

ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।

ପ୍ରଥମ ରାଜାବଳୀ 8:26

ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ମୁଁ ବିନଯ କରୁଅଛି ମାେ ପିତା ଦାଉଦଙ୍କ ପ୍ରତି ଯେଉଁ ପ୍ରତିଜ୍ଞା କରିଅଛ ତାହା ଗ୍ଭଲୁରଖ।

ଦିତୀୟ ରାଜାବଳୀ 1:2

ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।

ଗୀତସଂହିତା 115:8

ସମାନଙ୍କେର ନିର୍ମାଣକାରୀମାନେ ଓ ସମାନଙ୍କେଠାରେ ବିଶ୍ବାସକାରୀମାନେ ସହେିପରି ହବେେ !

ଯିଶାଇୟ 28:15

ତୁମ୍ଭମାନେେ କହିଅଛ, ଆମ୍ଭମାନେେ ମୃତ୍ଯୁସହିତ ସନ୍ଧି କରିଛୁ ଓ ପାତାଳ ସହିତ ଚୁକ୍ତି କରିଛୁ। ତେଣୁ ଜଳ ପ୍ରଳଯରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭମାନେେ ମିଥ୍ଯାର ଆଶ୍ରଯ ନଇେଅଛୁ ଓ ଅସତ୍ଯ ପଛ ରେ ନିଜକୁ ଲୁଚାଇ ରଖିଛୁ।'

ଯିଶାଇୟ 37:38

ଦିନେ ସନ୍ ହରେୀବ ନିଷ୍ରୋଳ ନାମକ ଦବେତାର ଗୃହ ରେ ପୂଜା କଲା ବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମଲକେ ଓ ଶ ରେତ୍ସର ତାକୁ ଖଡ୍ଗ ରେ ବଧ କଲେ। ତା'ପ ରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ବ କଲା।

Interlinear

Choose Theme