Home Bibles ବିଚାରକର୍ତାମାନଙ୍କ ବିବରଣ 9:38 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:38 · ଓଡ଼ିଆ ବାଇବେଲ

ତେଣୁ ସବୂଲ ତାଙ୍କୁ କହିଲା, ତୁମ୍ଭେ ଏବେ କାହିଁକି ଦର୍ପ କରୁନାହଁ? ତୁମ୍ଭେ କହିଥିଲ, 'ଅବୀମଲକେ କିଏ ଆମ୍ଭେ ଯେ ନିଶ୍ଚିତ ତାହାର ଆମେ ସବୋ କରିବକ୍ସ୍ଟ? ତୁମ୍ଭେ କଣ ଏହି ୈସନ୍ଯମାନଙ୍କୁ ପରିହାସ କରି ନଥିଲ? ବର୍ତ୍ତମାନ ୟାଅ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର।

Cross references

ବିଚାରକର୍ତାମାନଙ୍କ ବିବରଣ 9:28

ଏଥି ରେ ଏବଦର ପକ୍ସ୍ଟତ୍ର ଗାଲ୍ କହିଲା, ଆମ୍ଭେ ହେଉଛକ୍ସ୍ଟ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମଲକେକକ୍ସ୍ଟ ମାନିବକ୍ସ୍ଟ? ସେ କିଏ? ଆମେ କାହିଁକି ତାକକ୍ସ୍ଟ ମାନିବା? ଏହା ସତ୍ଯ ଅବୀମଲେକ୍ ହଇେଛି ୟିରକ୍ସ୍ଟଦ୍ଦାଲ୍ର ପକ୍ସ୍ଟତ୍ର, ନକ୍ସ୍ଟ ହେଁ କି? ଏବଂ ଅବୀମଲେକ୍ ସବୂଲୂକକ୍ସ୍ଟ ତା'ର ଅଧିକାରୀ କଲା, ନକ୍ସ୍ଟ ହେଁ କି? ଆମ୍ଭେ ଶିଖିମର ପିତା ହ ମାରେର ଲୋକମାନଙ୍କର ସବୋ କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମଲକରେ ସବୋ କରିବକ୍ସ୍ଟ?

ପ୍ରଥମ ଶାମୁୟେଲ 2:3

ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।

ଦିତୀୟ ଶାମୁୟେଲ 2:26

ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।

ଦିତୀୟ ରାଜାବଳୀ 14:8

ଅମତସିଯ ଯହେୂଙ୍କ ପୌତ୍ର ଓ ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କ ନିକଟକୁ ସନ୍ଦେଶବାହ ପଠାଇଲେ, ଇଶ୍ରାୟେଲ ରାଜା କହୁଛନ୍ତି, ଆସ, ଆମ୍ଭମାନେେ ପରସ୍ପର ସମ୍ମୁଖା ସମ୍ମୁଖୀ ହାଇେ ୟୁଦ୍ଧ କରିବା।

ଯିରିମିୟ 2:28

ମାତ୍ର ତୁମ୍ଭମାନେେ ନିଜପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସମାନେେ କାହାନ୍ତି ? ସମାନେେ ଆସନ୍ତୁ ଓ ଯଦି ପାରନ୍ତି ତବେେ ତୁମ୍ଭେ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ଯାନୁସା ରେ ତୁମ୍ଭର ଦବେତାମାନେ ଅଛନ୍ତି।

Interlinear

Choose Theme