Home Bibles ବିଚାରକର୍ତାମାନଙ୍କ ବିବରଣ 9:21 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:21 · ଓଡ଼ିଆ ବାଇବେଲ

ଏହାପରେ ଯୋଥମ୍ ବରେ ନାମକ ସହରକକ୍ସ୍ଟ ଶିଘ୍ର ପଳାଇଲା। ଯୋନାଥନ ସଠାେରେ ରହିଲା କାରଣ ସେ ଅବୀମଲକଙ୍କେକ୍ସ୍ଟ ଭୟ କରୁ ଥିଲା।

Cross references

ଗଣନା ପୁସ୍ତକ 21:16

ସଠାରୁେ ସମାନେେ ବରେ ନାମକ ସ୍ଥାନକୁ ଆସିଲେ। ସହେି କୂପ ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ସ୍ଥାନ ରେ ଲୋକମାନଙ୍କୁ ଏକତ୍ର କର। ମୁଁ ସମାନଙ୍କେୁ ଜଳ ଦବେି।

ଯିହୋଶୂୟ 19:8

ବାଲତ୍ ବରେ ପର୍ୟ୍ଯନ୍ତ ଏହିସବୁ ନଗରର ଚତକ୍ସ୍ଟର୍ଦିଗସ୍ଥିତ ସହରସବୁ ପାଇଲେ। ସହେି ଭୂମିଶିମିଯୋନଙ୍କର ପରିବାରବର୍ଗକକ୍ସ୍ଟ ଦିଆଗଲା (ଦିଗସ୍ଥିତ ରାମତ୍) ପ୍ରେତ୍ୟକକ ପରିବାର ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।

ଦିତୀୟ ଶାମୁୟେଲ 20:14

ଶବେଃ ଇଶ୍ରାୟେଲର ସମସ୍ତ ପରିବାରବର୍ଗ ମଧ୍ଯ ଦଇେ ଆବଲେ, ବୈଥମାଖା ଗମନ କଲା। ସମସ୍ତ ବରୋଯମାନେ ଏକତ୍ରୀତ ହେଲେ, ଓ ତା'ର ପେଛ ପେଛ ଗମନ କଲେ।

Interlinear

Choose Theme