Home Bibles ☰ Books ଦିତୀୟ ଶାମୁୟେଲ 20:14 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 20:14 · ଓଡ଼ିଆ ବାଇବେଲ

ଶବେଃ ଇଶ୍ରାୟେଲର ସମସ୍ତ ପରିବାରବର୍ଗ ମଧ୍ଯ ଦଇେ ଆବଲେ, ବୈଥମାଖା ଗମନ କଲା। ସମସ୍ତ ବରୋଯମାନେ ଏକତ୍ରୀତ ହେଲେ, ଓ ତା'ର ପେଛ ପେଛ ଗମନ କଲେ।

Cross references

ଗଣନା ପୁସ୍ତକ 21:16

ସଠାରୁେ ସମାନେେ ବରେ ନାମକ ସ୍ଥାନକୁ ଆସିଲେ। ସହେି କୂପ ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ସ୍ଥାନ ରେ ଲୋକମାନଙ୍କୁ ଏକତ୍ର କର। ମୁଁ ସମାନଙ୍କେୁ ଜଳ ଦବେି।

ଯିହୋଶୂୟ 18:25

ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

ପ୍ରଥମ ରାଜାବଳୀ 15:20

ରାଜା ବିନ୍ହଦଦ୍ ଆସାଙ୍କ କଥା ରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ଯକ୍ଷ ରେ ଥିବା ତାଙ୍କର ସୈନ୍ଯଦଳ ପଠାଇଲେ ଏବଂ ଇଶ୍ରାୟେଲ ସହରର ଇଯୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ମୁଦାଯ କିନ୍ନରେତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।

ଦିତୀୟ ରାଜାବଳୀ 15:29

ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଦିତୀୟ ବଂଶାବଳୀ 16:4

ବିନ୍ହଦଦ ରାଜା ଆସାଙ୍କ ସହିତ ସମ୍ମତ ହେଲେ। ଇଶ୍ରାୟେଲର ସହରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ବିନ୍ହଦଦ୍ ତାଙ୍କ ସୈନ୍ଯଦଳର ସନୋପତିମାନଙ୍କୁ ପଠାଇଲେ। ସହେି ସନୋପତିମାନେ ଇୟୋନ, ଦାନ ଓ ଆବଲମେଯିମ୍ ସହରଗୁଡ଼ିକ ଉପରେ ଆକ୍ରମଣ କଲେ। ସମାନେେ ନପ୍ତାଲି ଅଞ୍ଚଳର ସମସ୍ତ ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ, ଯେଉଁଠା ରେ ଜିନିଷ ଠୁଳ କରି ରଖାୟାଇଥିଲା।

Interlinear

Choose Theme