Home Bibles ବିଚାରକର୍ତାମାନଙ୍କ ବିବରଣ 9:14 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:14 · ଓଡ଼ିଆ ବାଇବେଲ

ଶଷେ ରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକକ୍ସ୍ଟ କହିଲେ, ଆସ ଆମ ଉପରେ ରାଜତ୍ବ କର।

Cross references

ଦିତୀୟ ରାଜାବଳୀ 14:9

ଇଶ୍ରାୟେଲର ରାଜା ୟୋଯାଶ ଯିହୁଦାର ରାଜା ଅମତ୍ସିଯ ନିକଟକୁ ଲୋକ ପଠାଇ କହିଲେ, ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, 'ତୁମ୍ଭ କନ୍ଯାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।' ମାତ୍ର ଲିବାନୋନ୍ର ଏକ ବନ୍ଯ ପଶୁ ସହେି ବାଟ ଦଇେ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦ ରେ ଦଳି ଦଲୋ।

Interlinear

Choose Theme