Home Bibles ବିଚାରକର୍ତାମାନଙ୍କ ବିବରଣ 9:13 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:13 · ଓଡ଼ିଆ ବାଇବେଲ

କିନ୍ତୁ ଦ୍ରାକ୍ଷାଲତା ସମାନଙ୍କେୁ ଉତ୍ତର ରେ କହିଲା, କବଳେ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦବେି କି?, ଯେଉଁଗକ୍ସ୍ଟଡିକ ଦବେତାଗଣଙ୍କକ୍ସ୍ଟ ଓ ଲୋକମାନଙ୍କୁ ଖକ୍ସ୍ଟସି କରେ?

Cross references

ଗଣନା ପୁସ୍ତକ 15:5

ପ୍ରେତ୍ୟକକ ଥର ତୁମ୍ଭେ ଏକ ମଷେବତ୍ସ ହାମାେର୍ଥକ ବଳି ଓ ହିନର ଏକ ତରୁର୍ଥାଂଶ ଦ୍ରାକ୍ଷାରସର ପଯେ ନବୈେଦ୍ଯ ପ୍ରସ୍ତୁତ କରିବା ଉଚିତ୍।

ଗଣନା ପୁସ୍ତକ 15:7

ପୁଣି ତୁମ୍ଭେ ପଯେ ନବୈେଦ୍ଯ ନିମନ୍ତେ ହିନର ଏକ ତୃତୀଯାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। ଏହିସବୁ ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ଉପହାର ନିମନ୍ତେ।

ଗଣନା ପୁସ୍ତକ 15:10

ଆଉ ମଧ୍ଯ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପଯେ ନବୈେଦ୍ଯ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ।

ଗୀତସଂହିତା 104:15

ହୃଦଯ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ ଓ ମନୁଷ୍ଯକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।

ହିତୋପଦେଶ 31:6

ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।

ଉପଦେଶକ 10:19

ଖୁସି ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ୟ୍ଯ ରେ ଆ ସେ।

Interlinear

Choose Theme