ବିଚାରକର୍ତାମାନଙ୍କ ବିବରଣ 8:9 · ଓଡ଼ିଆ ବାଇବେଲ
ତେଣୁ ଗିଦ୍ଦିୟୋନ ପନୂଯଲରେ ଲୋକମାନଙ୍କୁ କହିଲେ, ମୁ କକ୍ସ୍ଟଶଳ ରେ ଫରେି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।
Cross references
ବିଚାରକର୍ତାମାନଙ୍କ ବିବରଣ 8:17
ଗିଦ୍ଦିୟୋନ ପନୂଯଲରେ ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସହେି ସହର ରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ଯା କଲେ।
ପ୍ରଥମ ରାଜାବଳୀ 22:27
ସମାନଙ୍କେୁ କହିବ ମୁଁ ୟୁଦ୍ଧରୁ ନିରାପଦ ରେ ଫରେିବା ପର୍ୟ୍ଯନ୍ତ ମୀଖାଯକୁ କାରାଗାର ରେ ରଖିବେ ଓ କିଛି ନଦଇେ ରୋଟୀ ଓ ପାଣି ଦବେ।