Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 8:17 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 8:17 · ଓଡ଼ିଆ ବାଇବେଲ

ଗିଦ୍ଦିୟୋନ ପନୂଯଲରେ ଅଟ୍ଟାଳିକା ଭାଙ୍ଗି ପକାଇଲେ ଓ ସହେି ସହର ରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ହତ୍ଯା କଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 8:9

ତେଣୁ ଗିଦ୍ଦିୟୋନ ପନୂଯଲରେ ଲୋକମାନଙ୍କୁ କହିଲେ, ମୁ କକ୍ସ୍ଟଶଳ ରେ ଫରେି ଆସିଲେ, ତୁମ୍ଭର ଉଚ୍ଚ ପ୍ରାସାଦ ଭାଙ୍ଗିବି।

ପ୍ରଥମ ରାଜାବଳୀ 12:25

ଏହି ସମୟରେ ୟାରବିଯାମ ଇଫ୍ରଯିମର ପର୍ବତମଯ ଦେଶ ଶିଖିମକୁ ଦୃଢ କରି ସଠାେରେ ବାସ କଲେ। ପରେ ସେ ପିନୂଯଲେ ନଗରକୁ ୟାଇ ଏହାକୁ ସୁଦୃଢ କଲେ।

Interlinear

Choose Theme