Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 8:35 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 8:35 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ଲୋକମାନେ ୟିରକ୍ସ୍ଟଦ୍ଦାଲର ପରିବାର ପ୍ରତି ଆନକ୍ସ୍ଟଗତ୍ଯ ରହିଲେ ନାହିଁ। ଯଦିଓ ସମାନଙ୍କେ ପାଇଁ ସବହେକ୍ସ୍ଟତ କାର୍ୟ୍ଯ କରିଥିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 9:5

ଅବୀମଲକେ ନିଜର ପିତୃଗୃହ ଆଫ୍ରାକକ୍ସ୍ଟ ଗଲା। ସେ ତା'ର ସତକ୍ସ୍ଟରି ଜଣ ଭାଇମାନଙ୍କୁ ସଠାେରେ ଗୋଟିଏ ପଥର ରେ ହତ୍ଯା କଲା। କିନ୍ତୁ ୟିରକ୍ସ୍ଟଦ୍ଦାଲ୍ର କନିଷ୍ଠ ପକ୍ସ୍ଟତ୍ର ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲା। ତା'ର ନାମ ଯୋଥମ୍ ଥିଲା।

ବିଚାରକର୍ତାମାନଙ୍କ ବିବରଣ 9:16

ଯଦି ବାସ୍ତବ ରେ ତୁମ୍ଭମାନେେ ଅବୀମଲକେକକ୍ସ୍ଟ ରାଜା କରିବା ରେ ସାଧକ୍ସ୍ଟତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ବାରା ତୁମ୍ଭମାନେେ ଓ ୟିରକ୍ସ୍ଟଦ୍ଦାଲ୍ ଓ ତା'ର ପରିବାର ପ୍ରତି ନିରପେକ୍ଷ ଦଖାଇେଥାଅ ଏବଂ ଯଦି ସମାନଙ୍କେ ପ୍ରାପ୍ଯ ଅନକ୍ସ୍ଟସା ରେ ବ୍ଯବହାର କରିଥାଅ।

ଦିତୀୟ ବଂଶାବଳୀ 24:22

ରାଜା ୟୋଯାଶ୍ଙ୍କ ପ୍ରତି ଯିହାୟୋଦାରଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହାୟୋଦାରଦା ଜିଖରିଯଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହାୟୋଦାରଦାଙ୍କ ପୁତ୍ର ଜିଖରିଯଙ୍କୁ ହତ୍ଯା କଲେ। ଜିଖରିଯ ମୃତ୍ଯୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, ତୁମ୍ଭମାନେେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ !

ଉପଦେଶକ 9:14

ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧ ରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧ ରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ।

Interlinear

Choose Theme