ଗିଦ୍ଦିୟୋନ ଇଶ୍ରାୟେଲମାନଙ୍କୁ କହିଲେ, ମୁ ତୁମ୍ଭମାନଙ୍କ ନିକଟରେ ଏହି ନିବଦନେ କରୁଅଛି: ତୁମ୍ଭମାନେେ ୟକ୍ସ୍ଟଦ୍ଧ ରେ ନଇୟୋଇଥିବା ସକ୍ସ୍ଟବର୍ଣ୍ଣ କର୍ଣ୍ଣ କକ୍ସ୍ଟଣ୍ତଳ ମାେତେ ଦଅ। ହାରିଥିବା ଇଶ୍ରାୟେଲୀୟଙ୍କର ସକ୍ସ୍ଟବର୍ଣ୍ଣର କର୍ଣ୍ଣ କକ୍ସ୍ଟଣ୍ତଳକକ୍ସ୍ଟ ସମାନେେ ନଇୟୋଇଥିଲେ।
Cross references
ସଦାପ୍ରଭୁଙ୍କର ଦୂତ ହାଗାରକୁ ମଧ୍ଯ କହିଲେ, ତୁମ୍ଭର ଅନକେ ବଂଶଧର ଜନ୍ମ ହବେେ। ସମାନଙ୍କେୁ ଗଣି ହବେ ନାହିଁ।
ଓଟମାନେ ପାଣି ପିଇସାରିବା ପରେ। ସହେି ଦାସ ଜଣଙ୍କ ରିବିକାକୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା।
ଏହାପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ଯ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ଯ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ।
ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।
ପ୍ରେତ୍ୟକକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଯଲରେ ଜେଷ୍ଠପୁତ୍ର ନବାଯୋତ୍ ତାହା ଉତ୍ତା ରେ କରଦେ ଓ ଅଦ୍ବଲେ ଓ ମିବ୍ସମ୍।
ଯେତବେେଳେ ଯୋଷଫେ କୂପ ମଧିଅରେ ଥିଲେ। ତା'ର ଭାଇମାନେ ଖାଇବାକୁ ବସିଲେ। ଏହାପରେ ସମାନେେ ଦେଖିଲେ, ଏକ ବଣିକ ଦଳ ଗିଲିଯଦରୁ ଇଶ୍ମାଯଲେୀଯ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ଯ ଓ ଗୁଗ୍ଗୁଳ ଓ ଗନ୍ଧରସ ଘନେି ମିଶର ଦେଶକୁ ଯାଉଛନ୍ତି।
ଯେତବେେଳେ ମିଦିଯନୀଯ ବଣିକମାନେ ସମାନଙ୍କେର ନିକଟକୁ ଆସିଲେ, ଭାଇମାନେ ଯୋଷଫେକୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରେ ୗପ୍ୟ ମୁଦ୍ରା ରେ ବିକ୍ରୀ କରି ଦେଲେ। ସହେି ବଣିକମାନେ ତାକୁ ମିଶରକୁ ନଇଗେଲେ।
ଏହାପରେ ଇଶ୍ରାୟେଲୀୟ ଲୋକମାନେ ମାଶାଙ୍କେର ଆଜ୍ଞାନୁସା ରେ ଗଲେ। ସମାନେେ ତାଙ୍କର ମିଶରୀଯ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସମାନଙ୍କେୁ ରୂପା ଅଳଙ୍କାର, ସ୍ବର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।
ତେଣୁ ଲୋକମାନେ ସହେି କର୍ଣ୍ଣକୁଣ୍ଡଳ ଗୁଡିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।
ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।
ସମାନେେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦଇେଥିବା ପଥରୁ ବିମୁଖ ହେଲେ। ସମାନେେ ସୁବର୍ଣ୍ଣର ଏକ ବାଛୁରୀ ନିର୍ମାଣ କଲେ। ସମାନେେ ସହେି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖ ରେ ବଳିଦାନ କରୁଛନ୍ତି। ସମାନେେ କହନ୍ତି, 'ଇଶ୍ରାୟେଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦବେତା ବାହାର କରି ଆଣିଲେ, ସଗେୁଡିକ ଏହି।'
ମୁ କ'ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛଦକମାନଙ୍କେ ନିମନ୍ତେ ହତ ପଶକ୍ସ୍ଟମାନଙ୍କ ମାଂସ ନଇେ କେଉଁ ଅଜ୍ଞାନ ଲୋକମାନଙ୍କୁ ଦବେି?
ରାଜା ଆହାବ୍ ଉତ୍ତର ଦେଲେ, ବିନ୍ହଦଦ୍ଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।
ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।
ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ୟ୍ଯ ନିର୍ଭର କରେ ନାହିଁ।