Home Bibles ଯାତ୍ରା ପୁସ୍ତକ 32:3 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 32:3 · ଓଡ଼ିଆ ବାଇବେଲ

ତେଣୁ ଲୋକମାନେ ସହେି କର୍ଣ୍ଣକୁଣ୍ଡଳ ଗୁଡିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।

Cross references

ଯାତ୍ରା ପୁସ୍ତକ 33:6

ତେଣୁ ଇଶ୍ରାୟେଲୀୟ ଲୋକମାନେ ହାରେବେ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 17:3

ମୀଖା ସହେି 1,100 ଖଣ୍ତ ରୂପା ତାଙ୍କର ମା'ଙ୍କକ୍ସ୍ଟ ଫରୋଇ ଦେଲେ। ଏହାପରେ ତାଙ୍କର ମା ତାଙ୍କୁ କହିଲେ, ମୁ ସହେି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶଷେ ଉପହାର ଅର୍ପଣ କରିଛି। ମୁ ଏହା ମାରେପକ୍ସ୍ଟତ୍ରକକ୍ସ୍ଟ ଦବେି, ଯାହାଫଳ ରେ ସେ ଏକ ମୂର୍ତ୍ତି କରି ତାକକ୍ସ୍ଟ ରୂପା ଆଚ୍ଛାଦନ କରିପାରିବ। ଏଣୁ ଏବେ ମୁ ତାହା ତୁମ୍ଭକୁ ଫରୋଇ ଦବେି।

ଯିଶାଇୟ 3:19

ଆଉ ମଧ୍ଯ କର୍ଣ୍ଣକୁଣ୍ଡଳ, ଚୁଡ଼ି ଓ ଘୁମଟା କାଢ଼ିନବେେ।

ଯିଶାଇୟ 40:19

କେତକେ ବ୍ଯକ୍ତି କାଠ ଓ ପଥର ରେ ମୂର୍ତ୍ତି ଗଢ଼ନ୍ତି ଓ ସଗେୁଡ଼ିକ ଦବେତା ବୋଲି କୁହନ୍ତି। କେତଜେଣ ଏହାକୁ ଉର୍ବର ମୂର୍ତ୍ତିକା ରେ ଏବଂ ବଣିଆ ତାହା ସୂତା ରେ ଛାଉଣୀ କରେ ଆଉ ତାପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ।

ଯିଶାଇୟ 46:6

ସମାନେେ ଥଳିରୁ ସୁନା ଢ଼ାଳନ୍ତି ଓ ନିକ୍ତି ରେ ରୂପା ତୌଲନ୍ତି। ସମାନେେ ସୁନାରିକୁ ଗୋଟିଏ ଦବେତା ଗଢ଼ିବା ପାଇଁ ମୂଲ୍ଯ ଦିଅନ୍ତି ଓ ସେ ଗୋଟିଏ ଦବେତା ନିର୍ମାଣ କରେ। ସମାନେେ ତାକୁ ପ୍ରଣାମ କରି ପୂଜା କରନ୍ତି।

ଯିରିମିୟ 10:9

ସମାନେେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉପଂସରୁ ସୁନା ଆଣି କାରିଗର ଓ ସ୍ବର୍ଣ୍ଣକାର ହସ୍ତ ରେ ପ୍ରତିମାମାନ ନିର୍ମାଣ କରାନ୍ତି। ସଗେୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ଆଚ୍ଛାଦନ କରନ୍ତି। ସଗେୁଡ଼ିକ ନିପୁଣ ଶିଳ୍ପୀମାନଙ୍କର କୃତକର୍ମ।

Interlinear

Choose Theme