Home Bibles ଯିରିମିୟ 46:23 · ଓଡ଼ିଆ ବାଇବେଲ
ଯିରିମିୟ 46:23 · ଓଡ଼ିଆ ବାଇବେଲ

ସଦାପ୍ରଭୁ କହନ୍ତି, ମିଶରର ସୈନ୍ଯ ଅରଣ୍ଯ ସଦୃଶ। ଅଗଣିତ ହେଲେ ହେଁ ଶତ୍ରୁସୈନ୍ଯ ସମାନଙ୍କେୁ ହାଣି ପକାଇବେ। କାରଣ ଶତ୍ରୁସୈନ୍ଯ ପଙ୍ଗପାଳ ଅପେକ୍ଷା ଅନକେ ଓ ଅସଂଖ୍ଯ ଅଟନ୍ତି।

Cross references

ବିଚାରକର୍ତାମାନଙ୍କ ବିବରଣ 6:5

ସମାନେେ ପଙ୍ଗପାଳର ଦଳପରି ସମାନଙ୍କେର ତମ୍ବୁ ଓ ପଶକ୍ସ୍ଟଗକ୍ସ୍ଟଡିକ ସହିତ ଅଧିକ ସଂଖ୍ଯା ରେ ଆସିଲେ। ସମାନେେ ଓ ସମାନଙ୍କେର ଓଟଗକ୍ସ୍ଟଡିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।

ବିଚାରକର୍ତାମାନଙ୍କ ବିବରଣ 7:12

ମିଦିଯକୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ଯେଉଁମାନେ ସଠାେରେ ଛାଇଣୀ କରିଥିଲେ ବହକ୍ସ୍ଟ ସଂଖ୍ଯକ ହତେକ୍ସ୍ଟ ପଙ୍ଗପାଳର ଦଳପରି ଦଖାଗେଲେ। ସମାନଙ୍କେର ଏତଗେକ୍ସ୍ଟଡିକ ଓଟ ଥିଲେ ଯେ, ସଗେକ୍ସ୍ଟଡିକ ସମକ୍ସ୍ଟଦ୍ର କୂଳର ବାଲିକଣା ତକ୍ସ୍ଟଲ୍ଯ ଦଖାଗେଲେ।

ଯିଶାଇୟ 10:18

ତା'ପ ରେ ସହେି ଅଗ୍ନିଶିଖା ବୃଦ୍ଧି ପାଇବ ଓ ବଡ଼ ବଡ଼ ଗଛ ଓ ଦ୍ରାକ୍ଷାକ୍ଷତକେୁ ପୋଡ଼ି ପକାଇବେ। ଶଷେ ରେ ସମସ୍ତ ଜିନିଷ ଏହି ଅଗ୍ନିଶିଖା ରେ ବଳି ପଡ଼ିବ।

ଯିହିଜିକଲ 20:46

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ଯ ବର୍ଷଣ କର। ଏବଂ ନଗେଭରେ ଅରଣ୍ଯ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର।

ଯୋୟେଲ 2:25

ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:2

ସହେି ତାରା ପାତାଳର ପ୍ରବେଶ ଦ୍ବାର ଖାଲିେଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲାଭଳି ସହେି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସହେି ଧୂଆଁ ଦ୍ବାରା ସୂର୍ୟ୍ଯ ଓ ଆକାଶ ଅନ୍ଧକାରମୟ ହାଇଗେଲା ଓ

Interlinear

Choose Theme