Home Bibles ବିଚାରକର୍ତାମାନଙ୍କ ବିବରଣ 6:2 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 6:2 · ଓଡ଼ିଆ ବାଇବେଲ

ମିଦିଯନୀଯମାନେ ବହକ୍ସ୍ଟ ପରାକ୍ରମଶାଳୀ ହେଲେ ଏବଂ ସମାନେେ ଇଶ୍ରାୟେଲର ଲୋକମାନଙ୍କର ବିରୋଧି ହାଇଗେଲେ। ଯେଉଁଥି ପାଇଁ ଇଶ୍ରାୟେଲ ସନ୍ତାନଗଣ ପର୍ବତ ଫାଟକରେ ଗକ୍ସ୍ଟମ୍ଫା ରେ ଓ ନିରାପଦ ସ୍ଥାନମାନଙ୍କ ରେ ଲକ୍ସ୍ଟଚି ରହିଲେ।

Cross references

ଲେବୀୟ ପୁସ୍ତକ 26:17

ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।

ଦିତୀୟ ବିବରଣ 28:47

କାରଣ ତୁମ୍ଭେ ସର୍ବପ୍ରକାର ସଐତ୍ତି ବହକ୍ସ୍ଟଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ସବୋ କଲ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 10:8

ସହେିବର୍ଷ ସମାନେେ ଇଶ୍ରାୟେଲୀୟଙ୍କୁ ବିନାଶ ଓ ଅତ୍ଯାଗ୍ଭର କଲେ। ଅଠର ବର୍ଷ ପର୍ୟ୍ଯନ୍ତ, ଇଶ୍ରାୟେଲମାନେ ଯେଉଁମାନେ କି ୟର୍ଦ୍ଦନ ନଦୀର ଅନ୍ୟ ପାଶର୍‌ବ ରେ ଗିଲିଯଦର ଅଞ୍ଚଳ ରେ ବାସ କଲେ ଏବଂ ସମାନଙ୍କେ ସକାେଶ କଷ୍ଟ ଭୋଗ କଲେ। ସହେି ଦେଶ ଯେଉଁଠା ରେ ଅ ମାରେୀତ୍ ବାସ କରୁଥିଲେ।

ବିଚାରକର୍ତାମାନଙ୍କ ବିବରଣ 10:9

ଅେମ୍ମାନୀୟମାନେ ୟିହକ୍ସ୍ଟଦା, ବିନ୍ଯାମୀନ, ଇଫ୍ରଯିମ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୟର୍ଦ୍ଦନ ପାଇ ହାଇେ ଗଲେ। ଅେମ୍ମାନୀୟମାନେ ଇଶ୍ରାୟେଲ ଲୋକମାନଙ୍କ ପାଇଁ ବଡ କଷ୍ଟର କାରଣ ହେଲେ।

ପ୍ରଥମ ଶାମୁୟେଲ 13:6

ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।

ପ୍ରଥମ ଶାମୁୟେଲ 14:11

ତବେେ ସେ ଦକ୍ସ୍ଟ ହେଁ ପଲେଷ୍ଟୀୟଙ୍କ ପ୍ରହରିମାନଙ୍କ ନିକଟରେ ଆପଣାଙ୍କକ୍ସ୍ଟ ଦଖାେ ଦେଲେ। ପଲେଷ୍ଟୀୟ ପ୍ରହରିମାନେ କହିଲେ, ଦେଖ! ଏବ୍ରୀଯ ଲୋକମାନେ ଯେଉଁ ଯେଉଁ ଗାତ ରେ ଲକ୍ସ୍ଟଚିଥିଲେ ସଠାେରକ୍ସ୍ଟ ଏବେ ବାହାରି ଆସକ୍ସ୍ଟଛନ୍ତି।

ଆୟୁବ ପୁସ୍ତକ 30:6

ଶୁଖିଲା ନଦୀ ଶୟ୍ଯା, ପାହାଡ଼ ଗୁମ୍ଫା ଓ ମାଟି ରେ ଥିବା ଗାତ ରେ ସମାନେେ ରହିବାକୁ ବାଧ୍ଯ।

ଏବ୍ରୀ 11:38

ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। ସମାନେେ ମରୁଭୂମିରେ ଓ ପାହାଡ଼ ରେ ବୁଲିଲେ ଓ ଗୁମ୍ଫା ଏବଂ ଭୂମିରେ ଥିବା ଗାତମାନଙ୍କ ରେ ନିଜକୁ ଲୁଚାଇ ରଖିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:15

ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସମାନଙ୍କେ ଭିତ ରେ ପୃଥିବୀର ରାଜାମାନେ, ଶାସକମାନେ, ସନୋପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରେତ୍ୟକକ ବ୍ଯକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଚାଇ ରଖିଲେ।

Interlinear

Choose Theme