ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ ରରଣେ କରିବା ୟାଅ! ମାରେ ଲୋକମାନଙ୍କୁ ଆଗଇେ ନିଅ, ଇଶ୍ରାୟେଲୀୟମାନଙ୍କୁ ମିଶର ମଧ୍ଯରୁ ଆଗଇେ ନଇୟୋଅ!
Cross references
ତା'ପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଅନାଇଲେ ଏବଂ କହିଲେ, ତୁମ୍ଭର ନିଜର ଶକ୍ତିକକ୍ସ୍ଟ ବ୍ଯବହାର କର। ୟାଅ ଏବଂ ମିଦିଯନ ହସ୍ତରକ୍ସ୍ଟ ଇଶ୍ରାୟେଲର ଲୋକମାନଙ୍କୁ ରକ୍ଷା କର। ମୁ ତୁମ୍ଭମାନଙ୍କୁ ଏହି ଅଭିୟାନ ରେ ପଠାଉଛି।
ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଯାହାସବୁ ଘଟିଛି ସଦାପ୍ରଭୁ ସବୁ ଦେଖିଛନ୍ତି। ସଦାପ୍ରଭୁ ମାଶାେ ଓ ହାରୋଣଙ୍କକ୍ସ୍ଟ ନିୟକ୍ସ୍ଟକ୍ତି କରିଥିଲେ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କକ୍ସ୍ଟ ମିଶରରକ୍ସ୍ଟ ବାହାର କରି ଆଣିଥିଲେ।
ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।
ସଦାପ୍ରଭୁ ନ୍ଯାଯବାନ୍। ସେ ସହେି ଲୋକମାନଙ୍କୁ ନ୍ଯାଯ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ବାରା ଅନ୍ଯାଯ କରାୟାଇଛି।
ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ।
ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?
କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।
ଆମ୍ଭେ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମାଶାେ, ହାରୋଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି।
ମୁଁ ମିଶର ଦେଶ ରେ ମାେ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ଯବହାର ଦେଖିଛି। ମୁଁ ସମାନଙ୍କେର କ୍ରନ୍ଦନ ଶୁଣିଲି। ମୁଁ ସମାନଙ୍କେୁ ମୁକ୍ତି ଦବୋପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।'
ତେଣୁ ମାଶାେ ମିଶର ଦେଶ ରେ ଓ ସୂଫ ସମୁଦ୍ର ରେ ତଥା ମରୂଭୂମିରେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ୟ୍ଯ ପୂର୍ଣ୍ଣ ଚ଼ିହ୍ନ ଓ କାର୍ୟ୍ଯମାନ କରି ସମାନଙ୍କେୁ ବାହାରକୁ ଆଣିଲେ।