Home Bibles ବିଚାରକର୍ତାମାନଙ୍କ ବିବରଣ 4:19 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 4:19 · ଓଡ଼ିଆ ବାଇବେଲ

ଶଷେ ରେ ୟାଯଲକେକ୍ସ୍ଟ କହିଲେ, ମୁ ଭାରି ତକ୍ସ୍ଟଷାର୍ତ୍ତ, ମାେତେ କିଛି ପାଣି ପିଇବାକକ୍ସ୍ଟ ଦିଅ।ୟାଯଲେ ତାଙ୍କୁ ଏକ ଚମଡା ବୋତଲ ରେ କିଛି କ୍ଷୀର ପିଇବାକକ୍ସ୍ଟ ଦେଲେ ଓ ତା'ପରେ ତାକକ୍ସ୍ଟ କମ୍ବଳ ଘୋଡାଇ ଦେଲେ।

Cross references

ଆଦି ପୁସ୍ତକ 24:43

ମୁଁ ସହେି କୂପ ନିକଟରେ ଠିଆ ହଲିେ ଏବଂ ଜଣେ ନିରୁପିତ କନ୍ଯାକୁ ଅପେକ୍ଷା କଲି, ୟିଏ ଏଠାକୁ ପାଣି ପାଇଁ ଆସିବ। ଏହାପରେ ମୁଁ କହିଲି, ଦୟାକରି ମାେତେ ତୁମ୍ଭ ପାତ୍ରରୁ ଜଳପ୍ନ କରିବାକୁ ଦିଅ।

ବିଚାରକର୍ତାମାନଙ୍କ ବିବରଣ 5:25

ସୀଷରା ଜଳ ମାଗିଲେ ସେ ତାଙ୍କୁ କ୍ଷୀର ଦେଲେ। ରାଜ ଉପୟକ୍ସ୍ଟକ୍ତ ପାତ୍ର ରେ ଦଧି ଆଣି ତାଙ୍କୁ ଦେଲେ।

ପ୍ରଥମ ରାଜାବଳୀ 17:10

ତେଣୁ ଏଲିଯ ସାରିଫତ୍କୁ ଗଲେ। ସେ ନଗର ଦ୍ବାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିଯ ତାକୁ କହିଲେ, ତୁମ୍ଭ ପାତ୍ର ରେ କିଛି ଜଳ ପିଇବାକୁ ଆଣ।

ଯିଶାଇୟ 41:17

ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ବଷେଣ କରନ୍ତି, ମାତ୍ର ସମାନେେ ଜଳ ପାଆନ୍ତି ନାହିଁ। ସମାନଙ୍କେର ଜିହ୍ବା ତୃଷ୍ଣା ରେ ଶୁଖିୟାଏ। ଆମ୍ଭେ ସଦାପ୍ରଭୁ ସମାନଙ୍କେୁ ଉତ୍ତର ଦବୋ। ଆମ୍ଭେ ଇଶ୍ରାୟେଲ ପରମେଶ୍ବର ସମାନଙ୍କେୁ ତ୍ଯାଗ କରିବା ନାହିଁ।

ଯୋହନଲିଖିତ ସୁସମାଚାର 4:7

ସତେିକି ବେଳେ ଜଣେ ଶମିରୋଣୀଯା ସ୍ତ୍ରୀ ସହେି କୂଅରୁ ପାଣି ନବୋ ପାଇଁ ଆସିଲା। ଯୀଶୁ ତାକୁ କହିଲେ, ମାେତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।

Interlinear

Choose Theme