ଆଦି ପୁସ୍ତକ 24:43 · ଓଡ଼ିଆ ବାଇବେଲ
ମୁଁ ସହେି କୂପ ନିକଟରେ ଠିଆ ହଲିେ ଏବଂ ଜଣେ ନିରୁପିତ କନ୍ଯାକୁ ଅପେକ୍ଷା କଲି, ୟିଏ ଏଠାକୁ ପାଣି ପାଇଁ ଆସିବ। ଏହାପରେ ମୁଁ କହିଲି, ଦୟାକରି ମାେତେ ତୁମ୍ଭ ପାତ୍ରରୁ ଜଳପ୍ନ କରିବାକୁ ଦିଅ।
Cross references
ଆଦି ପୁସ୍ତକ 24:13
ଏହିଠା ରେ ମୁଁ କୂପ ନିକଟରେ ଛିଡ଼ା ହାଇେ ଅଛି। ଏବଂ ନଗରରୁ କନ୍ଯାମାନେ ପାଣି ନବୋକୁ ଏଠାକୁ ଆସୁଛନ୍ତି।