Home Bibles ବିଚାରକର୍ତାମାନଙ୍କ ବିବରଣ 3:14 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 3:14 · ଓଡ଼ିଆ ବାଇବେଲ

ମାୟୋବଙ୍କର ରାଜା ଇଲ୍ଲୋନ ଇଶ୍ରାୟେଲ ଉପରେ ଅଠର ବର୍ଷ ଶାସନ କଲେ।

Cross references

ଲେବୀୟ ପୁସ୍ତକ 26:17

ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।

ଲେବୀୟ ପୁସ୍ତକ 26:23

ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,

ଦିତୀୟ ବିବରଣ 28:40

ତୁମ୍ଭର ସମସ୍ତ କ୍ଷେତ୍ର ରେ ଜିତ ବୃକ୍ଷ ହବେ। କିନ୍ତୁ ତୁମ୍ଭମାନେେ କୌଣସି ତୈଳ ସଂଗ୍ରହ କରିବାକୁ ସମର୍ଥ ହବେ ନାହିଁ। କାରଣ ଭୂମିରେ ତା'ର ସମସ୍ତ ଫଳ ଝଡି ପଡିବ।

ଦିତୀୟ ବିବରଣ 28:47

କାରଣ ତୁମ୍ଭେ ସର୍ବପ୍ରକାର ସଐତ୍ତି ବହକ୍ସ୍ଟଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ସବୋ କଲ ନାହିଁ।

ଗୀତସଂହିତା 106:41

ପରମେଶ୍ବର ସମାନଙ୍କେୁ ଅନ୍ୟ ଦେଶୀଯମାନଙ୍କ ହସ୍ତରେ ସମର୍ପଣ କଲେ ଓ ସମାନଙ୍କେ ଶତ୍ରୁମାନେ ସମାନଙ୍କେ ଉପରେ ଶାସନ କଲେ।

Interlinear

Choose Theme