Home Bibles ବିଚାରକର୍ତାମାନଙ୍କ ବିବରଣ 21:8 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 21:8 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଏପରି କେଉଁ ପରିବାରବର୍ଗ, ମିସ୍ପୀର ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଆସିଲା ନାହିଁ। ଏବଂ ବାସ୍ତବ ରେ ସମାନେେ ଅନ୍ୟ ଇଶ୍ରାୟେଲମାନଙ୍କ ସହିତ ୟାବେଶ ଗିଲିଯଦରକ୍ସ୍ଟ କହେି ମିଶିବାକକ୍ସ୍ଟ ଆସି ନଥିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 5:23

ସଦାପ୍ରଭୁଙ୍କର ଦୂତ କହିଗଲେ, ମରେୋସ ଲୋକକୁ ଶାପଦିଅ ଏବଂ ପାପ ଦିଅ! ସମାନଙ୍କେ ସୈନ୍ଯ ସଦାପ୍ରଭୁଙ୍କୁ ସାହାୟ୍ଯ କରିବାକୁ ଆସି ତ ନ ଥିଲେ।

ପ୍ରଥମ ଶାମୁୟେଲ 11:1

ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

ପ୍ରଥମ ଶାମୁୟେଲ 11:9

ଶାଉଲ ଏବଂ ତାଙ୍କ ସୈନ୍ଯମାନେ ୟାବେଶ୍ର ଦୂତମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦର ଲୋକମାନଙ୍କୁ କକ୍ସ୍ଟହ ଆସନ୍ତା କାଲି ମଧ୍ଯାହ୍ନ ସକ୍ସ୍ଟଦ୍ଧା ସମାନେେ ମକ୍ସ୍ଟକ୍ତ ହବେେ।

ପ୍ରଥମ ଶାମୁୟେଲ 31:11

ୟାବେଶ-ଗିଲିଯଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ।

ଦିତୀୟ ଶାମୁୟେଲ 2:5

ଦାଉଦ ୟାବେଶ୍ ଗିଲିଯଦର ଲୋକମାନଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଓ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ନିଜର ପ୍ରଭକ୍ସ୍ଟ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦଇେଅଛି।

Interlinear

Choose Theme