Home Bibles ପ୍ରଥମ ଶାମୁୟେଲ 31:11 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 31:11 · ଓଡ଼ିଆ ବାଇବେଲ

ୟାବେଶ-ଗିଲିଯଦ ନିବାସୀମାନେ, ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଇଲେ।

Cross references

ପ୍ରଥମ ଶାମୁୟେଲ 11:1

ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

ପ୍ରଥମ ଶାମୁୟେଲ 11:9

ଶାଉଲ ଏବଂ ତାଙ୍କ ସୈନ୍ଯମାନେ ୟାବେଶ୍ର ଦୂତମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦର ଲୋକମାନଙ୍କୁ କକ୍ସ୍ଟହ ଆସନ୍ତା କାଲି ମଧ୍ଯାହ୍ନ ସକ୍ସ୍ଟଦ୍ଧା ସମାନେେ ମକ୍ସ୍ଟକ୍ତ ହବେେ।

ଦିତୀୟ ଶାମୁୟେଲ 2:4

ୟିହକ୍ସ୍ଟଦାର ଲୋକମାନେ ହିବ୍ରୋଣକକ୍ସ୍ଟ ଆସି ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ୟାବେଶ୍ ଗିଲିଯଦୀଯମାନେ ଶାଉଲଙ୍କକ୍ସ୍ଟ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କକ୍ସ୍ଟ ଜଣାଇଲେ।

ପ୍ରଥମ ବଂଶାବଳୀ 10:11

ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସହେିସବୁ ୟାବେଶ-ଗିଲିଯଦ ରେ ବାସ କରୁଥିବା ଲୋକମାନେ ଶୁଣିଲେ।

Interlinear

Choose Theme