ବିଚାରକର୍ତାମାନଙ୍କ ବିବରଣ 20:43 · ଓଡ଼ିଆ ବାଇବେଲ
ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ସୈନ୍ଯମାନଙ୍କ ଚତକ୍ସ୍ଟଃପାଶର୍ବ ରେ ଘରେିଗଲେ ଓ ସମାନଙ୍କେ ପଛ ରେ ଗୋଡ଼ାଇଲେ। ସମାନେେ ସମାନଙ୍କେୁ ବିଶ୍ରାମ ଦେଲେ ନାହିଁ । ଇଶ୍ରାୟେଲର ସୈନ୍ଯମାନେ ଗିବିଯାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ।
Cross references
ଯିହୋଶୂୟ 8:20
ଅଯର ଲୋକମାନେ ପଛକକ୍ସ୍ଟ ବକ୍ସ୍ଟଲି ଦେଖିଲେ ସମାନଙ୍କେର ନଗର ନିଆଁ ରେ ଜଳକ୍ସ୍ଟଅଛି। ସମାନେେ ଦେଖିଲେ ଧୂଁଆ ଧାର ଆକାଶକକ୍ସ୍ଟ ଛକ୍ସ୍ଟଉଁଛି, ତେଣୁ ସମାନେେ ସମାନଙ୍କେର ଶକ୍ତି ଓ ସାହସ ହରାଇଲେ। ସମାନେେ ଆଉ ଇଶ୍ରାୟେଲ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇଲେ ନାହିଁ। ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡ଼ନ୍ତିକ୍ସ୍ଟଥିବା ଇଶ୍ରାୟେଲର ସୈନ୍ଯମାନେ ମଧ୍ଯ ଆଉ ଆଗଇେଲେ ନାହିଁ। ସମାନେେ ବକ୍ସ୍ଟଲି ପଡିଲେ ଓ ଅଯର ୈସନ୍ଯମାନଙ୍କୁ ଗୋଡ଼ାଇଲେ। ଅଯର ସୈନ୍ଯମାନଙ୍କ ପାଇଁ ଦୌଡି ପଳାଇବାକକ୍ସ୍ଟ ଆଉ ନିରାପଦ ସ୍ଥାନ ନଥିଲା।