ତେଣୁ ବିନ୍ଯାମୀନୀଯ ସୈନିକମାନେ ଇଶ୍ରାୟେଲ ସୈନ୍ଯଙ୍କ ପାଖରକ୍ସ୍ଟ ଦୌଡି ପଳାଇବାକକ୍ସ୍ଟ ଲାଗିଲେ। ସମାନେେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ। କିନ୍ତୁ ସମାନେେ ଏପରି କରି ମଧ୍ଯ ଯୁଦ୍ଧରୁ ରକ୍ଷା ପାଇପାରି ନ ଥିଲେ। ଇଶ୍ରାୟେଲର ସୈନ୍ଯମାନେ ନଗର ବାହାରକକ୍ସ୍ଟ ଆବାରି ଆସିଲେ ଏବଂ ସମାନଙ୍କେୁ ହତ୍ଯା କଲେ।
Cross references
ଯିହାଶୂେୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସମାନଙ୍କେଠାରକ୍ସ୍ଟ ପରାସ୍ତ ହେଲାପରି ସମାନଙ୍କେ ଆଗ ରେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ।
ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲର ସୈନିକମାନେ ଅଯ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇ କ୍ଷତେ ଓ ମରକ୍ସ୍ଟଭୂମି ଅଞ୍ଚଳକକ୍ସ୍ଟ ଆଣିଲେ। ସମାନେେ ସହେିଠା ରେ ସମାନଙ୍କେୁ ହତ୍ଯା କଲେ। ଏହାପରେ ଇଶ୍ରାୟେଲ ସୈନ୍ଯମାନେ ଅଯକକ୍ସ୍ଟ ଫରେି ଆସିଲେ ଏବଂ ଏଯ ସହର ରେ ଜୀବିତ ଲୋକମାନଙ୍କୁ ଓ ୈସନ୍ଯମାନଙ୍କୁ ହତ୍ଯା କଲେ।
ଯିହୁଦା ବହୁ ଦୁଃଖ ଯୋଗୁଁ ନିର୍ବାସିତ ହାଇେଅଛି। ସେ ନାନା ଗୋଷ୍ଠୀ ମଧିଅରେ ବାସ କରେ ଓ ସେ ବିଶ୍ରାମ ପାଏ ନାହିଁ। ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାକୁ ଧରିଲେ।
ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।
ଇଶ୍ରାୟେଲ, ତୁମ୍ଭେ ଗିବିଯାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସଠାେ ରେ ଲଗାତାର ପାପ କରି ଗ୍ଭଲିଛନ୍ତି। ୟୁଦ୍ଧ ପ୍ରକୃତ ରେ ସହେି ମନ୍ଦ ଲୋକମାନଙ୍କୁ ଗିବିଯା ରେ ଧରିବ।