Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 18:3 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 18:3 · ଓଡ଼ିଆ ବାଇବେଲ

ସମାନେେ ମୀଖାର ଗୃହ ନିକଟରେ ଥିବା ବେଳେ ସହେି ଲବେୀୟ ୟକ୍ସ୍ଟବକର କଥା ଶୁଣିଲେ। ସମାନେେ ଏହା ଚିହ୍ନିପାରିଲେ, ତେଣୁ ସମାନେେ ଘର ଭିତରକକ୍ସ୍ଟ ୟାଇ ତାକକ୍ସ୍ଟ ପଚାରିଲେ, ତୁମ୍ଭକୁ ଏଠାକକ୍ସ୍ଟ କିଏ ଆଣିଲା? ତୁମ୍ଭେ ଏଠା ରେ କ'ଣ କରୁଛ? ତୁମ୍ଭର ଏଠା ରେ କ'ଣ ଅଛି?

Cross references

ଆଦି ପୁସ୍ତକ 27:22

ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା। ଇସ୍ହାକ ସ୍ପର୍ଶ କରି କହିଲା, ତୁମ୍ଭର ସ୍ବର ଯାକୁବର ସ୍ବର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତପରି।

ବିଚାରକର୍ତାମାନଙ୍କ ବିବରଣ 12:6

ସମାନେେ ତାଙ୍କୁ 'ଶିଦ୍ଦୋଲେତ୍।' ଶଦ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି। ଇଫ୍ରଯିମର ଲୋକମାନେ ସହେି ଶଦ୍ଦକକ୍ସ୍ଟ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସମାନେେ ଏହାର ଭୂଲ୍ ଉଚ୍ଚାରଣ କଲେ, ସିଦ୍ଦୋଲେତ୍, କାରଣ ସେ ଶଦ୍ଦଟିକକ୍ସ୍ଟ ଠିକ୍ ଭାବରେ ଉଚ୍ଚାରଣ କରିପାରିଲା ନାହିଁ। ସମାନେେ ଏହିପରି ତାଙ୍କୁ କରାଯତ୍ତ କଲେ ଓ ୟର୍ଦ୍ଦନ ନଦୀ କୂଳ ରେ ତାକକ୍ସ୍ଟ ହତ୍ଯା କଲେ। ଏହିପରି ଭାବରେ ସମାନେେ ମାଟେ 42,000 ଲୋକ ଇଫ୍ରଯିମ ରେ ଲୋକଙ୍କକ୍ସ୍ଟ ହତ୍ଯା କରିଥିଲେ।

ଯିଶାଇୟ 22:16

ତୁମ୍ଭେ ଏଠା ରେ କ'ଣ କରୁଛ ? ତୁମ୍ଭେ ତୁମ୍ଭର କାହା ପାଇଁ ଏଠା ରେ ଏକ କବର ଖୋଳୁଛ ?

ମାଥିଉଲିଖିତ ସୁସମାଚାର 26:73

କିଛି ସମୟ ପରେ ସଠାେରେ ଠିଆ ହାଇେଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ। ଏକଥା ତୁମ୍ଭ କହିବା ଢ଼ଙ୍ଗରୁ ଜଣା ପଡୁଛି।

Interlinear

Choose Theme