Home Bibles ଆଦି ପୁସ୍ତକ 27:22 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 27:22 · ଓଡ଼ିଆ ବାଇବେଲ

ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା। ଇସ୍ହାକ ସ୍ପର୍ଶ କରି କହିଲା, ତୁମ୍ଭର ସ୍ବର ଯାକୁବର ସ୍ବର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତପରି।

Cross references

ବିଚାରକର୍ତାମାନଙ୍କ ବିବରଣ 18:3

ସମାନେେ ମୀଖାର ଗୃହ ନିକଟରେ ଥିବା ବେଳେ ସହେି ଲବେୀୟ ୟକ୍ସ୍ଟବକର କଥା ଶୁଣିଲେ। ସମାନେେ ଏହା ଚିହ୍ନିପାରିଲେ, ତେଣୁ ସମାନେେ ଘର ଭିତରକକ୍ସ୍ଟ ୟାଇ ତାକକ୍ସ୍ଟ ପଚାରିଲେ, ତୁମ୍ଭକୁ ଏଠାକକ୍ସ୍ଟ କିଏ ଆଣିଲା? ତୁମ୍ଭେ ଏଠା ରେ କ'ଣ କରୁଛ? ତୁମ୍ଭର ଏଠା ରେ କ'ଣ ଅଛି?

Interlinear

Choose Theme