ବିଚାରକର୍ତାମାନଙ୍କ ବିବରଣ 16:29 · ଓଡ଼ିଆ ବାଇବେଲ
ମନ୍ଦିର ମଧ୍ଯସ୍ଥ ଯେଉଁ ଦକ୍ସ୍ଟଇ ସ୍ତମ୍ଭ ଉପରେ ଗୃହ ଭରାଥିଲା, ଶାମ୍ଶାେନ୍ ତହିଁରେ ଗୋଟିକକ୍ସ୍ଟ ଡାହାଣ ହାତ ରେ ଓ ଅନ୍ୟଟିକକ୍ସ୍ଟ ବାମ ହାତ ରେ ଧରି ତା'ଉପରେ ଆଉଜି ପଡିଲେ।
Cross references
ପ୍ରଥମ ଶାମୁୟେଲ 16:14
ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରକ୍ସ୍ଟ ପ୍ରସ୍ଥାନ କଲେ। ପକ୍ସ୍ଟଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।