Home Bibles ପ୍ରଥମ ଶାମୁୟେଲ 16:14 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 16:14 · ଓଡ଼ିଆ ବାଇବେଲ

ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରକ୍ସ୍ଟ ପ୍ରସ୍ଥାନ କଲେ। ପକ୍ସ୍ଟଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।

Cross references

ବିଚାରକର୍ତାମାନଙ୍କ ବିବରଣ 9:23

ଅବୀମଲକେ ୟିରକ୍ସ୍ଟଦ୍ଦାଲଙ୍କର ସତକ୍ସ୍ଟରି ଜଣ ପକ୍ସ୍ଟତ୍ରଙ୍କକ୍ସ୍ଟ ହତ୍ଯା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନତେୃବର୍ଗ ଇଶ୍ରାୟେଲର ଭୂଲ କାର୍ୟ୍ଯ କରିବା ରେ ସମର୍ଥନ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 16:20

ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଇଁ ଆସିଛନ୍ତି। ସେ ଉଠିଲା ଏବଂ ଚିନ୍ତା କଲା, ମୁ ନିଜକକ୍ସ୍ଟ ମକ୍ସ୍ଟକ୍ତି କରିବି ଓ ପୂର୍ବଥର ପରି ତାଙ୍କ ପାଖରକ୍ସ୍ଟ ଖସି ପଳାଇବି। କିନ୍ତୁ ଶାମ୍ଶାେନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରକ୍ସ୍ଟ ଦୂ ରଇେ ୟାଇଥିଲେ।

ବିଚାରକର୍ତାମାନଙ୍କ ବିବରଣ 16:29

ମନ୍ଦିର ମଧ୍ଯସ୍ଥ ଯେଉଁ ଦକ୍ସ୍ଟଇ ସ୍ତମ୍ଭ ଉପରେ ଗୃହ ଭରାଥିଲା, ଶାମ୍ଶାେନ୍ ତହିଁରେ ଗୋଟିକକ୍ସ୍ଟ ଡାହାଣ ହାତ ରେ ଓ ଅନ୍ୟଟିକକ୍ସ୍ଟ ବାମ ହାତ ରେ ଧରି ତା'ଉପରେ ଆଉଜି ପଡିଲେ।

ପ୍ରଥମ ଶାମୁୟେଲ 11:6

ଶାଉଲ ସମସ୍ତ କଥା ଶୁଣିଲେ। ତା'ପରେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କ ଦହେ ରେ ଅତିଶଯ ପ୍ରଜ୍ବଳିତ ହେଲା। ଶାଉଲ କୋର୍ଧ ରେ ଜର୍ଜରିତ ହେଲେ।

ପ୍ରଥମ ଶାମୁୟେଲ 18:10

ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।

ପ୍ରଥମ ଶାମୁୟେଲ 18:12

ପକ୍ସ୍ଟଣି ଶାଉଲ ଦାଉଦଙ୍କକ୍ସ୍ଟ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗ ରେ ଥିଲେ ଓ ଶାଉଲଙ୍କକ୍ସ୍ଟ ତ୍ଯାଗ କଲେ।

ପ୍ରଥମ ଶାମୁୟେଲ 19:9

କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକକ୍ସ୍ଟ ଆସିଲା। ଶାଉଲ ତାଙ୍କ ନିଜ ଗୃହ ରେ ବସିଥିଲେ। ଶାଉଲ ହାତ ରେ ବର୍ଚ୍ଛା ଧରିଥିଲେ। ଦାଉଦ ଆପଣା ହସ୍ତ ରେ ବାଦ୍ଯ ବଜାଉ ଥିଲେ।

ପ୍ରଥମ ଶାମୁୟେଲ 28:15

ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ମାେତେ କାହିଁକି ତୁମ୍ଭେ ବ୍ଯସ୍ତ କଲ? ମାେତେ କାହିଁକି ତୁମ୍ଭେ ଉଠାଇଲ?

ପ୍ରଥମ ରାଜାବଳୀ 22:22

ସଦାପ୍ରଭୁ କହିଲେ, 'ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?' ସ୍ବର୍ଗଦୂତ ଉତ୍ତର ଦଲୋ, 'ମୁଁ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଦ୍ବନ୍ଦ ରେ ପକାଇବି। ମୁଁ ସମାନଙ୍କେୁ ରାଜାଙ୍କ ନିକଟରେ ମିଛ କୁହାଇବି।' ସଦାପ୍ରଭୁ କହିଲେ, 'ଉତ୍ତମ, ୟାଅ, ତାକୁ କୌଶଳ ରେ ଠକିବାକୁ ଚେଷ୍ଟା କର। ଏଥି ରେ ତୁମ୍ଭେ କୃତକାର୍ୟ୍ଯ ହବେ।'

ଗୀତସଂହିତା 51:11

ତୁମ୍ଭଠାରୁ ମାେତେ ଦୂର କର ନାହିଁ ! ଏବଂ ତୁମ୍ଭର ପବିତ୍ର ଆତ୍ମା ମାଠାରୁେ ନିଅ ନାହିଁ।

ହୋଶେୟ 9:12

ଯଦିଓ ଇଶ୍ରାୟେଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସମାନଙ୍କେୁ ସାହାୟ୍ଯ କରିବ ନାହିଁ। ଆମ୍ଭେ ସମାନଙ୍କେଠାରୁ ସମାନଙ୍କେର ପିଲାମାନଙ୍କୁ ନଇୟିବୋ। ଆମ୍ଭେ ସମାନଙ୍କେୁ ପରିତ୍ଯାଗ କରିବା। ଫଳ ରେ ସମାନଙ୍କେର ଦୁଃଖ ବ୍ଯତୀତ ଆଉ କିଛି ରହିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:15

କିନ୍ତୁ ଜଣେ ଭୂତାତ୍ମା ସମାନଙ୍କେୁ କହିଲା, ମୁଁ ଯୀଶୁଙ୍କୁ ଚିନ୍ନେ ଓ ପାଉଲଙ୍କୁ ମଧ୍ଯ ଜାଣେ। କିନ୍ତୁ ତୁମ୍ଭମାନେେ କିଏ?

Interlinear

Choose Theme