Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 16:25 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 16:25 · ଓଡ଼ିଆ ବାଇବେଲ

ଅତି ଆନନ୍ଦିତ ହାଇେ ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ତା'ର କୋଠରୀକକ୍ସ୍ଟ ଆଣ, ସେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ କୌତକ୍ସ୍ଟକ କରିବ। ତେଣୁ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କାରାଗାରରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସେ ସମାନଙ୍କେ ଆଗ ରେ ତାହା କଲା ଓ ସମାନେେ ତା'ର ପରିହାସ କଲେ। ଆଉ ସମାନେେ ତାକକ୍ସ୍ଟ ଦାଗୋନ୍ ମନ୍ଦିରର ଦକ୍ସ୍ଟଇ ସ୍ତମ୍ଭ ମଧିଅରେ ଠିଆ କରାଇଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 9:27

ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 18:20

ଏଥି ରେ ଯାଜକର ମନ ଆନନ୍ଦିତ ହେଲା। ତହକ୍ସ୍ଟଁ ସେ ଏଫୋଦ୍ ଓ ଠାକକ୍ସ୍ଟରମାନ ଓ ଖୋଳା ପ୍ରତିମାମାନ ନଇେ ଲୋକମାନଙ୍କ ସଙ୍ଗ ରେ ଗ୍ଭଲିଗଲା।

ବିଚାରକର୍ତାମାନଙ୍କ ବିବରଣ 19:6

ତେଣୁ ଲବେୀୟ ଲୋକ ଏବଂ ତାଙ୍କ ଶ୍ବଶକ୍ସ୍ଟର ଏକ ସାଙ୍ଗ ରେ ଖିଆପିଆ କଲେ। ଏହାପରେ ସହେି ୟକ୍ସ୍ଟବତୀର ପିତା ତାଙ୍କୁ କହିଲେ, ଦୟାକରି ଆଜି ରାତ୍ରି ଏହିଠା ରେ ରହିୟାଅ ଏବଂ ନିଜକକ୍ସ୍ଟ ଉପ ଭୋଗ କର। ତେଣୁ ସହେି ଲୋକଦ୍ବଯ ବସି ଭୋଜନ କଲେ।

ବିଚାରକର୍ତାମାନଙ୍କ ବିବରଣ 19:9

ଏହାପରେ ସହେି ଲବେୀୟ ଲୋକ ଜଣଙ୍କ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସବେକମାନେ ୟିବାପାଇଁ ଉଠିଲେ। କିନ୍ତୁ ସହେି ସମୟରେ ସହେି ୟକ୍ସ୍ଟବତୀର ପିତା କହିଲେ, ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରୀକ ଏହିଠା ରେ ରହିୟାଅ, ଏବଂ ତୁମ୍ଭେ ନିଜକକ୍ସ୍ଟ ଉପଭୋଗ କର। ଆସନ୍ତା କାଲି ପର୍ୟ୍ଯନ୍ତ ଏଠା ରେ ରହିୟାଅ। ଆସନ୍ତାକାଲି ପ୍ରଭାତରକ୍ସ୍ଟ ତୁମ୍ଭେ ଉଠି ତକ୍ସ୍ଟମ୍ଭ ବାଟରେ ତୁମ୍ଭେ ଗ୍ଭଲିୟିବ।

ଦିତୀୟ ଶାମୁୟେଲ 13:28

ଏହାପରେ ଅବଶା ଲୋମ ନିଜର ସବେକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, ଅମ୍ ନୋନକକ୍ସ୍ଟ ଜଗିଥାଅ, ଯେତବେେଳେ ସେ ଟିକେ ମାତାଲ ହବେ, ଦ୍ରାକ୍ଷାରସରକ୍ସ୍ଟ ଉତ୍ତମ ଅନକ୍ସ୍ଟଭବ କରିବ, ମାେ ଆଦେଶ ଅନକ୍ସ୍ଟକରଣ କରି ତାକକ୍ସ୍ଟ ହତ୍ଯା କର। ଭୟ କର ନାହିଁ, ମୁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦଇନୋହିଁ, ବଳବାନ୍ ଏବଂ ସାହସି ହକ୍ସ୍ଟଅ।

ପ୍ରଥମ ରାଜାବଳୀ 20:12

ରାଜା ବିନହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହବୋକୁ ଆଦେଶ ଦେଲେ। ତେଣୁ ସମାନେେ ପ୍ରସ୍ତୁତ ହାଇେ ନଗର ବିରୁଦ୍ଧ ରେ ଆକ୍ରମଣ କରିବାକୁ ବାହାରିଲେ।

ଏଷ୍ଟର ବିବରଣ 3:15

ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସହେି ଆଜ୍ଞା ଶୂଶନ୍ ରାଜଧାନୀ ରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।

ଆୟୁବ ପୁସ୍ତକ 30:9

ବର୍ତ୍ତମାନ ସହେି ଲୋକମାନଙ୍କର ପୁଅମାନେ ମାେତେ ନଇେ ପରିହାସ ସୂଚକ ଗୀତ ବୋଲନ୍ତି ଏବଂ ମାେ ନାଁ ଏକ ଅପଶବ୍ଦ ରେ ପରିଣତ ହାଇେଛି।

ଗୀତସଂହିତା 35:15

ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।

ଗୀତସଂହିତା 69:12

ସମାନେେ, ସର୍ବସାଧାରଣ ସ୍ଥାନରେ ମାରେ ଚର୍ଚ୍ଚା କରୁଛନ୍ତି ଏବଂ ମଦୁଆମାନେ ମାେ ବିଷଯରେ ତାଚ୍ଛଲ୍ଯଭରା ଗୀତ ଗାଉଛନ୍ତି।

ଗୀତସଂହିତା 69:26

ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସମାନେେ ୟାତନା ଦିଅନ୍ତି। ସମାନେେ ୟନ୍ତ୍ରଣା ବିଷଯରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।

ହିତୋପଦେଶ 24:17

ଯେତବେେଳେ ତୁମ୍ଭର ଶତ୍ରୁ ସମସ୍ଯା ରେ ଅଛି, ତୁମ୍ଭେ ହସ ନାହିଁ, ଯେତବେେଳେ ସେ ପଡ଼ିୟାଏ, ସହେି ସମୟରେ ମଧ୍ଯ ତୁମ୍ଭେ ଖୁସି ହୁଅ ନାହିଁ।

ଯିଶାଇୟ 22:13

ମାତ୍ର ଦେଖ ! ଲୋକମାନେ ଆମାଦେ ପ୍ରମାଦେ କରୁଛନ୍ତି। ସମାନେେ କହୁଛନ୍ତି :

ଦାନିଏଲ 5:2

ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।

Interlinear

Choose Theme