ବିଚାରକର୍ତାମାନଙ୍କ ବିବରଣ 19:9 · ଓଡ଼ିଆ ବାଇବେଲ
ଏହାପରେ ସହେି ଲବେୀୟ ଲୋକ ଜଣଙ୍କ ତାଙ୍କର ଉପପତ୍ନୀ ଏବଂ ତାଙ୍କର ସବେକମାନେ ୟିବାପାଇଁ ଉଠିଲେ। କିନ୍ତୁ ସହେି ସମୟରେ ସହେି ୟକ୍ସ୍ଟବତୀର ପିତା କହିଲେ, ଏହା ବର୍ତ୍ତମାନ ଅନ୍ଧାର ଅଛି। ଦିନସରି ଗଲାଣି, ତେଣୁ ଆଜି ରାତ୍ରୀକ ଏହିଠା ରେ ରହିୟାଅ, ଏବଂ ତୁମ୍ଭେ ନିଜକକ୍ସ୍ଟ ଉପଭୋଗ କର। ଆସନ୍ତା କାଲି ପର୍ୟ୍ଯନ୍ତ ଏଠା ରେ ରହିୟାଅ। ଆସନ୍ତାକାଲି ପ୍ରଭାତରକ୍ସ୍ଟ ତୁମ୍ଭେ ଉଠି ତକ୍ସ୍ଟମ୍ଭ ବାଟରେ ତୁମ୍ଭେ ଗ୍ଭଲିୟିବ।
Cross references
ହିତୋପଦେଶ 27:1
କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ'ଣ ଘଟିବାକୁ ଯାଉଛି।
ଲୂକଲିଖିତ ସୁସମାଚାର 24:29
କିନ୍ତୁ ସମାନେେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭ ସାଙ୍ଗ ରେ ରହିଯାଅ। ସନ୍ଧ୍ଯାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ। ତେଣୁ ଯୀଶୁ ସମାନଙ୍କେ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
ଯାକୁବଙ୍କ ପତ୍ 4:13
ତୁମ୍ଭ ଭିତ ରେ କହେି କହେି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ। ଶୁଣ ! ଏହି ବିଷୟ ରେ ଚିନ୍ତା କର :