Home Bibles ବିଚାରକର୍ତାମାନଙ୍କ ବିବରଣ 16:19 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 16:19 · ଓଡ଼ିଆ ବାଇବେଲ

ଦଲୀଲା ତାଙ୍କୁ ନିଜର କୋଳ ରେ ଶକ୍ସ୍ଟଆଇ ଦଲୋ ଏବଂ ତା'ପରେ ତାଙ୍କର ସାତାଟେି ବଣେୀକକ୍ସ୍ଟ କ୍ଷିଅର କରିବା ପାଇଁ, ଭିତ ରେ ଥିବା ଲୋକଟିକକ୍ସ୍ଟ ସେ ଡିକିଲା। ତା'ପରେ ଆଉ ଜଣେ ଲୋକ ଡକାଇ ତା'ର ମକ୍ସ୍ଟଣ୍ତରକ୍ସ୍ଟ ସାତବଣେୀ କଟାଇଲା। ଏହିପରି ସେ ଶାମ୍ଶୋନ୍ଙ୍କକ୍ସ୍ଟ କଷ୍ଟ ଦବୋକକ୍ସ୍ଟ ଆରମ୍ଭ କଲା ଓ ଶାମ୍ଶାେନ୍ର ସାମର୍ଥ୍ଯ ଗ୍ଭଲିଗଲା।

Cross references

ହିତୋପଦେଶ 7:21

ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।

ହିତୋପଦେଶ 7:26

ସେ ଅନକଙ୍କେୁ କ୍ଷତବିକ୍ଷତ କରିଅଛି। ସେ ମଧ୍ଯ ଅନକଙ୍କେୁ ହତ୍ଯା କରିଅଛି।

ହିତୋପଦେଶ 23:33

ତୁମ୍ଭର ଚକ୍ଷୁ ବିପରୀତ ବିଷଯ ଦେଖିବ, ତୁମ୍ଭର ମନ ଏବଂ ଭାଷଣ ଦ୍ବନ୍ଦପୂର୍ଣ୍ଣ ହବେ।

ଉପଦେଶକ 7:26

ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅଟେ। ଯେ କହେି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ।

Interlinear

Choose Theme