ଶାମ୍ଶାେନ୍ ପଲେଷ୍ଟୀୟ ଲୋକମାନଙ୍କୁ କହିଲେ, ତୁମ୍ଭେ ମାେ ପ୍ରତି ଖରାପ ବ୍ଯବହାର ପ୍ରଦର୍ଶନ କରିଅଛ। ମୁ ମଧ୍ଯ ତକ୍ସ୍ଟମ୍ଭ ପ୍ରତି ଖରାପ ବ୍ଯବହାର ଦଖାଇବେି, ମୁ ତକ୍ସ୍ଟମ୍ଭ ଉପରେ ପ୍ରତି ଶାଧେ ନ ନବୋ ପର୍ୟ୍ଯନ୍ତ ମୁ ଚକ୍ସ୍ଟପ୍ ହବେି ନାହିଁ।
Cross references
ଶାମ୍ଶାେନ୍ଙ୍କର ପିତାମାତା ଜାଣିପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ସକ୍ସ୍ଟୟୋଗ ଖାଜେକ୍ସ୍ଟଥିଲେ ଏବଂ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ପଦକ୍ଷପେ ନବୋ ପାଇଁ ଏକ କାରଣ ଖାଜେକ୍ସ୍ଟଥିଲେ। ସହେି ସମୟରେ ପଲେଷ୍ଟୀୟମାନେ ଇଶ୍ରାୟେଲ ଉପରେ ରାଜତ୍ବ କରୁଥିଲେ।
ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।
ତୁମ୍ଭମାନଙ୍କ ପ୍ରତି ଭୁଲ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ବରଙ୍କ କୋର୍ଧ ଦ୍ବାରା ଦଣ୍ତିତ ହବୋ ଲାଗି ଅପେକ୍ଷା କର। ଶାସ୍ତ୍ର ରେ ଲୋଖା ଅଛି: ପରମେଶ୍ବର କହିଛନ୍ତି, ଦଣ୍ତ ଦବୋ ମାରେ କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦବେି।