Home Bibles ବିଚାରକର୍ତାମାନଙ୍କ ବିବରଣ 15:11 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 15:11 · ଓଡ଼ିଆ ବାଇବେଲ

ଏହାପରେ ୟିହକ୍ସ୍ଟଦାର 3,000 ପରିବାରବର୍ଗ ଶାମ୍ଶାେନ୍ଙ୍କ ଏଟମ ଶୈଳର ଗକ୍ସ୍ଟମ୍ଫା ନିକଟକକ୍ସ୍ଟ ଗଲେ ଏବଂ ତାଙ୍କୁ କହିଲେ, ତୁମ୍ଭେ କ'ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମର ପ୍ରଭକ୍ସ୍ଟ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?

Cross references

ଦିତୀୟ ବିବରଣ 28:13

ସଦାପ୍ରଭୁ ତୁମ୍ଭକୁ ସର୍ବଦା ସମସ୍ତଙ୍କ ଉପରେ ସ୍ଥାପନ କରିବେ କେଉଁଥି ରେ ପଛ କରିବେ ନାହିଁ। ସେ ତୁମ୍ଭକୁ ସର୍ବଦା ମସ୍ତକ କରିବେ ଲାଙ୍ଗକ୍ସ୍ଟଳ କରିବେ ନାହିଁ। ଏହିପରି ସବୁ ହବେ, ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ସମସ୍ତ ବିଧି ଓ ନିଯମ ମାନି ଚଳିବ। ଯାହା ଆଜି ମୁ ତୁମ୍ଭମାନଙ୍କୁ କହକ୍ସ୍ଟଅଛ।

ଦିତୀୟ ବିବରଣ 28:47

କାରଣ ତୁମ୍ଭେ ସର୍ବପ୍ରକାର ସଐତ୍ତି ବହକ୍ସ୍ଟଳରୂପେ ପାଇଲେ ହେଁ ଆନନ୍ଦ ଚିତ୍ତ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ସବୋ କଲ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 13:1

ପକ୍ସ୍ଟନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯମାନ ଇଶ୍ରାୟେଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତ ରେ ସମାନଙ୍କେୁ ଗ୍ଭଳିଶ ବର୍ଷ ୟାଏ ସମର୍ପଣ କଲେ।

ବିଚାରକର୍ତାମାନଙ୍କ ବିବରଣ 14:4

ଶାମ୍ଶାେନ୍ଙ୍କର ପିତାମାତା ଜାଣିପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ସକ୍ସ୍ଟୟୋଗ ଖାଜେକ୍ସ୍ଟଥିଲେ ଏବଂ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ପଦକ୍ଷପେ ନବୋ ପାଇଁ ଏକ କାରଣ ଖାଜେକ୍ସ୍ଟଥିଲେ। ସହେି ସମୟରେ ପଲେଷ୍ଟୀୟମାନେ ଇଶ୍ରାୟେଲ ଉପରେ ରାଜତ୍ବ କରୁଥିଲେ।

ପ୍ରଥମ ବଂଶାବଳୀ 4:3

ଐଟମ୍ଙ୍କର ପୁତ୍ରମାନେ ଥିଲେ ୟିଷ୍ରିଯଲେ, ୟିଶ୍ମା ଓ ୟିଦ୍ବଶ। ଆଉ ସମାନଙ୍କେର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।

ଗୀତସଂହିତା 106:40

ଏହି ହତେୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କୋର୍ଧ କଲେ। ପରମେଶ୍ବର ସମାନଙ୍କେ ପ୍ରତି ବିରକ୍ତ ହେଲେ।

ଗୀତସଂହିତା 106:41

ପରମେଶ୍ବର ସମାନଙ୍କେୁ ଅନ୍ୟ ଦେଶୀଯମାନଙ୍କ ହସ୍ତରେ ସମର୍ପଣ କଲେ ଓ ସମାନଙ୍କେ ଶତ୍ରୁମାନେ ସମାନଙ୍କେ ଉପରେ ଶାସନ କଲେ।

Interlinear

Choose Theme