Home Bibles ପ୍ରଥମ ବଂଶାବଳୀ 4:3 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 4:3 · ଓଡ଼ିଆ ବାଇବେଲ

ଐଟମ୍ଙ୍କର ପୁତ୍ରମାନେ ଥିଲେ ୟିଷ୍ରିଯଲେ, ୟିଶ୍ମା ଓ ୟିଦ୍ବଶ। ଆଉ ସମାନଙ୍କେର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 15:11

ଏହାପରେ ୟିହକ୍ସ୍ଟଦାର 3,000 ପରିବାରବର୍ଗ ଶାମ୍ଶାେନ୍ଙ୍କ ଏଟମ ଶୈଳର ଗକ୍ସ୍ଟମ୍ଫା ନିକଟକକ୍ସ୍ଟ ଗଲେ ଏବଂ ତାଙ୍କୁ କହିଲେ, ତୁମ୍ଭେ କ'ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମର ପ୍ରଭକ୍ସ୍ଟ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?

ଦିତୀୟ ବଂଶାବଳୀ 11:6

ସେ ବୈଥ୍ଲେ ହେମ୍, ଐଟମ୍, ତକୋଯର ସମସ୍ତ ନଗରକୁ ସୁଦୃଢ଼ କଲେ।

Interlinear

Choose Theme