ମାତ୍ର ସୀନଯ ମରୁଭୂମିରେ ଇଶ୍ରାୟେଲ ଲୋକମାନଙ୍କର ଗଣନାକାରୀ ମାଶାେ ଓ ହାରୋଣ ଯାଜକ ଦ୍ବାରା ଯେଉଁମାନେ ଗଣିତ ହାଇେଥିଲେ, ସମାନଙ୍କେ ମଧ୍ଯରୁ ଜଣେ ଏମାନଙ୍କ ମଧିଅରେ ନ ଥିଲା। ସହେି ଲୋକମାନେ ସମସ୍ତେ ମୃତ୍ଯୁବରଣ କରିଥିଲେ।
Cross references
ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,
ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର।
ତୁମ୍ଭମାନେେ ଏହି ମରୁଭୂମି ମଧିଅରେ ମରିବ। କୋଡିଏ ବର୍ଷରୁ ଅଧିକ ବଯସ୍କ ତୁମ୍ଭମାନଙ୍କ ମଧ୍ଯରୁ ଗଣ୍ଯ ହାଇେଥିବା ଲୋକମାନେ ସମ୍ପୂର୍ଣ ସଂଖ୍ଯା ଅନୁସାରେ ଯେଉଁମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ।
ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ଯୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ଯୁବରଣ କଲେ। ସହେିମାନଙ୍କ ମଧ୍ଯରୁ ଜଣେ ନଥିଲେ, ଯେଉଁମାନେ କୋରହ ଦଳ ରେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନତେୃତ୍ବ ନଇେଥିଲେ। ତାଙ୍କର ପୁତ୍ର ନଥିଲା।
କାଦେଶ ବର୍ଣଯଠାେରକ୍ସ୍ଟ ସରଦେ ଉପତ୍ଯାକା ପାରହବୋ ପର୍ୟ୍ଯନ୍ତ ଆମ୍ଭକକ୍ସ୍ଟ ଅଠତିରିଶ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ଯରକ୍ସ୍ଟ ସହେି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସହେି ସମୟ ମଧିଅରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା।
ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମ ବାଲପିଯୋର ରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ବାଲପିୟୋରର ପଶ୍ଚାଦଗାମୀ ସମସ୍ତ ଲୋକଙ୍କକ୍ସ୍ଟ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ହତ୍ଯା କରିଛନ୍ତି।
ଯିହାଶୂେୟ ସକ୍ସ୍ଟନ୍ନତ କରାଇବାର କାରଣ ଏହି, ମିଶରରକ୍ସ୍ଟ ବାହାରି ଆସିବା ପରେ ଇଶ୍ରାୟେଲର ସମସ୍ତ ଲୋକ ୟାତ୍ରା କରୁଥିବା ବେଳେ ମରକ୍ସ୍ଟଭୂମିରେ ମୃତକ୍ସ୍ଟ୍ଯବରଣ କଲେ। ସମାନେେ ସମସ୍ତେ ଯୋଦ୍ଧା ଥିଲେ ଓ ସକ୍ସ୍ଟନ୍ନତ ହାଇେଥିଲେ।
କିନ୍ତୁ ସମାଙ୍କେ ଭିତରୁ ଅଧିକଙ୍କ ଉପରେ ପରମେଶ୍ବର ପ୍ରସନ୍ନ ନ ଥିଲେ। ସେଥିପାଇଁ ସମାନେେ ମରୁ ପ୍ରାନ୍ତର ରେ ମରିଗଲେ।
ପରମେଶ୍ବର ଚାଳିଶ ବର୍ଷ ଧରି ତାହା ପ୍ରତି କୋରଧ କରିଥିଲେ ? ଯେଉଁମାନେ ପାପ କରିଥିଲେ ସମାନଙ୍କେ ପ୍ରତି ପରମେଶ୍ବର କୋରଧ କରିଥିଲେ। ସମାନେେ ମରୁଭୂମିରେ ମଲେ।