Home Bibles ଯିହୂଦାଙ୍କ ପତ୍ର 1:22 · ଓଡ଼ିଆ ବାଇବେଲ
ଯିହୂଦାଙ୍କ ପତ୍ର 1:22 · ଓଡ଼ିଆ ବାଇବେଲ

ସନ୍ଦହେ ରେ ପଡ଼ିଥିବା ଲୋକମାନଙ୍କୁ ସାହାୟ୍ଯ କର।

Cross references

ଯିହିଜିକଲ 34:17

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମାରେ ପଲ, ମୁଁ ମଷେ ଓ ମଷେ ମଧିଅରେ ଏବଂ ମଷେ ଓ ଛାଗଗଣ ମଧିଅରେ ବିଚାର କରେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:8

ସେଥିପାଇଁ ମାରେ ଅନୁ ରୋଧ ଯେ, ତୁମ୍ଭମାନେେ ତା'ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ ରମେଭାବ ଦଖାେଅ।

ଗାଲାତୀୟଙ୍କ ପ୍ରତି ପତ୍ର 4:20

ମାରଇେଚ୍ଛା ହେଉଛି ମୁଁ ବର୍ତ୍ତମାନ ସଠାେରେ ତୁମ୍ଭମାନଙ୍କ ପାଖ ରେ ଥାଆନ୍ତି କି, ୟଦ୍ଦ୍ବାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକା ରେ କଥା ହାଇପୋରନ୍ତି। କାରଣ ତୁମ୍ଭମାନଙ୍କ ବିଷୟ ରେ କ'ଣ କରାୟିବ, ମୁଁ କିଛି ଜାଣିପାରୁ ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 6:1

ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।

ଏବ୍ରୀ 6:4

ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦଲୋ ପରେ କ'ଣ ତୁମ୍ଭମାନେେ ସମାନଙ୍କେ ଜୀବନ କବେେ ପରିବର୍ତ୍ତନ କରି ପାରିବ ? ଯେଉଁମାନେ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ ସମାନଙ୍କେୁ ଏହା କହୁଛି। ସମାନେେ ପରମେଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ ହାଇେଛନ୍ତି।

ଯାକୁବଙ୍କ ପତ୍ 5:19

ମାେ ଭାଇ ଓ ଭଉଣୀମାନେ ! ତୁମ୍ଭ ଭିତରୁ ଯଦି ଜଣେ ସତ୍ଯରୁ ବିଚଳିତ ହାଇଯୋଏ, ତବେେ ଅନ୍ୟ ଜଣେ ତାହାକୁ ସତ୍ଯକୁ ଫରୋଇ ଆଣିବା ପାଇଁ ସାହାୟ୍ଯ କରୁ।

ଯୋହନଙ୍କ ପ୍ରଥମ ପତ୍ର 5:16

ଯଦି କହେି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସହେି ପାପ ମୃତ୍ଯୁଜନକ, ତବେେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ତହିଁରେ ପରମେଶ୍ବର ସମାନଙ୍କେୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସମାନଙ୍କେୁ ଅନନ୍ତ ମୃତ୍ଯୁ ପାଖକୁ ନଇେ ଯାଇପାରିବ ନାହିଁ। ଏପରି ପାପ ମଧ୍ଯ ଅଛି, ଯାହାର ପରିଣାମ ମୃତ୍ଯୁ ଅଟେ। ମୁଁ ତୁମ୍ଭମାନଙ୍କୁ ସପରେି ପାପ ବିଷୟ ରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।

ଯିହୂଦାଙ୍କ ପତ୍ର 1:4

କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।

Interlinear

Choose Theme