ସେଥିପାଇଁ ମାରେ ଅନୁ ରୋଧ ଯେ, ତୁମ୍ଭମାନେେ ତା'ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ ରମେଭାବ ଦଖାେଅ।
Cross references
ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।
ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।
ତେଣୁ ଯେତବେେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁ ଯୋଗ ପାଉ, ଆମ୍ଭେ ଅବଶ୍ଯ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ବାସୀ ଅଟନ୍ତି, ସମାନଙ୍କେ ପ୍ରତି ଆମ୍ଭକୁ ବିଶଷେ ଧ୍ଯାନ ଦବୋକୁ ପଡ଼ିବ।
ସନ୍ଦହେ ରେ ପଡ଼ିଥିବା ଲୋକମାନଙ୍କୁ ସାହାୟ୍ଯ କର।