Home Bibles ଯିହୋଶୂୟ 24:5 · ଓଡ଼ିଆ ବାଇବେଲ
ଯିହୋଶୂୟ 24:5 · ଓଡ଼ିଆ ବାଇବେଲ

ଏହାପରେ ମୁ, ମାଶାେ ଓ ହାରୋଣକକ୍ସ୍ଟ ସହେି ସ୍ଥାନକକ୍ସ୍ଟ ପଠାଇଲି। ଆଉ ମୁ ଗ୍ଭହିଁଥିଲି ମାରେଲୋକମାନଙ୍କୁ ମିଶରରକ୍ସ୍ଟ ଫରୋଇ ଆଣିବା ପାଇଁ। ମିଶର ମଧିଅରେ ଶକ୍ତିଶାଳୀ କାର୍ୟ୍ଯ କରି ମୁ ସମାନଙ୍କେୁ ପିଡାଦଲେି। ଏହାପରେ ମୁ ତୁମ୍ଭମାନଙ୍କର ଲୋକମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲି।

Cross references

ଯାତ୍ରା ପୁସ୍ତକ 3:10

ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ ରରଣେ କରିବା ୟାଅ! ମାରେ ଲୋକମାନଙ୍କୁ ଆଗଇେ ନିଅ, ଇଶ୍ରାୟେଲୀୟମାନଙ୍କୁ ମିଶର ମଧ୍ଯରୁ ଆଗଇେ ନଇୟୋଅ!

ଯାତ୍ରା ପୁସ୍ତକ 4:12

ତେଣୁ ତୁମ୍ଭେ ୟାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହାଇେ ବକ୍ତବ୍ଯର କଥା ତୁମ୍ଭକୁ ଶିଖାଇବି।

ଯାତ୍ରା ପୁସ୍ତକ 6:27

ଏମାନେ ମିଶରରୁ ଇଶ୍ରାୟେଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶରର ରାଜା ଫାରୋଙ୍କୁ କହିଥିଲେ। ଏମାନେ ଥିଲେ ସହେି ହାରୋଣ ଓ ମାଶାେ।

ଯାତ୍ରା ପୁସ୍ତକ 7:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ବର ତୁଲ୍ଯ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ଯଦବକ୍ତା ହବେ।

ଯାତ୍ରା ପୁସ୍ତକ 7:7

ଫାରୋଙ୍କ ସହିତ କଥାବାର୍ତ୍ତା କଲା ବେଳେ ମାଶାଙ୍କେୁ ଅଶୀବର୍ଷ ଓ ହାରୋଣଙ୍କୁ ତଯୋଅଶୀ ବର୍ଷ ହାଇେଥିଲା।

ଯାତ୍ରା ପୁସ୍ତକ 12:37

ଇଶ୍ରାୟେଲୀୟ ଲୋକମାନେ ରମିଷେଷ୍ଠାରୁ ସୁକ୍କୋତ୍କୁ ୟାତ୍ରା କଲେ। ସମାନେେ ପିଲାମାନଙ୍କୁ ଛାଡି ମାଟେ ରେ 6,00,000 ଲୋକ ଥିଲେ।

ଯାତ୍ରା ପୁସ୍ତକ 12:41

430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।

ଯାତ୍ରା ପୁସ୍ତକ 12:51

ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।

ଗୀତସଂହିତା 78:43

ସମାନେେ ମିଶରର ଆଶ୍ଚର୍ୟ୍ଯ କର୍ମ ଏବଂ ସିୟୋନ୍ କ୍ଷେତ୍ରରେ ଆଶ୍ଚର୍ୟ୍ଯ କର୍ମମାନ ଭୁଲିଗଲେ।

ଗୀତସଂହିତା 105:26

ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ।

ଗୀତସଂହିତା 105:43

ପରମେଶ୍ବର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନେେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।

ଗୀତସଂହିତା 135:8

ପରମେଶ୍ବର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ଯ ଓ ପଶୁଗଣଙ୍କୁ ହତ୍ଯା କଲେ।

ଗୀତସଂହିତା 136:10

ପରମେଶ୍ବର ମିଶରର ପ୍ରଥମଜାତ ମନୁଷ୍ଯ ଏବଂ ପଶୁମାନଙ୍କୁ ହତ୍ଯା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Interlinear

Choose Theme